ଦୀପାବଳି ହେଲା ଶେଷ ରାତି, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ସଦରଧାନା ଅନ୍ତର୍ଗତ ସରସରାର ଗାଁ ନିକଟରେ ଘଟିଛି ବଡ଼ ଅଘଟଣ। ଦୀପାବଳିର ବିଳମ୍ବିତ ରାତିରେ ଟ୍ରକ୍ ଓ ଅଟୋ ମୁହାମୁହିଁ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ରାତିରେ ବଲାଙ୍ଗିର ପଟୁ ବରଗଡ଼କୁ ଆସୁଥିବା ଏକ ଅଟୋକୁ ଟ୍ରକ୍ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ହେଲେ ମୃତକଙ୍କର ପରିଚୟ ମିଳିପାରିନାହିଁ।

ccident

Ranjit Kumar Jena
  • Published: Sunday, 15 November 2020
  • , Updated: 15 November 2020, 12:04 PM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ସଦରଧାନା ଅନ୍ତର୍ଗତ ସରସରାର ଗାଁ ନିକଟରେ ଘଟିଛି ବଡ଼ ଅଘଟଣ। ଦୀପାବଳିର ବିଳମ୍ବିତ ରାତିରେ ଟ୍ରକ୍ ଓ ଅଟୋ ମୁହାମୁହିଁ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଛି।

ଶନିବାର ରାତିରେ ବଲାଙ୍ଗିର ପଟୁ ବରଗଡ଼କୁ ଆସୁଥିବା ଏକ ଅଟୋକୁ ଟ୍ରକ୍ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ହେଲେ ମୃତକଙ୍କର ପରିଚୟ ମିଳିପାରିନାହିଁ।

Related story