୪ କେଜି ସୁନା ଓ ୧୮୫ କେଜି ରୁପା ଜବତ; ୪ ଅଟକ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ସୋରଳ ଜଙ୍କସନ୍‌ରୁ ଏକ କାରରୁ ୪ କେଜି ୬୬୪ ଗ୍ରାମ ସୁନା ଓ ୧୮୫.୫ କେଜି ରୁପା ଜବତ କରିଛି ଗୋଳନ୍ଥରା ଥାନା ପୁଲିସ୍‌। ଏହାର ମୂଲ୍ୟ ପ୍ରାୟ ୩ କୋଟି ୧୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ବଡ଼ ବଜାରକୁ ଏହି ସୁନା ଓ ରୁପା ଚାଲାଣ ହେଉଥିଲା। କାର୍‌ରେ ଲୁଚାଇ ଏହି ସୁନା ଓ ରୁପାକୁ ନିଆଯାଉଥିଲା। ପୁଲିସ୍ […]

Gold

Gold

Jitendra Garnayak
  • Published: Sunday, 02 October 2022
  • Updated: 02 October 2022, 03:55 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ସୋରଳ ଜଙ୍କସନ୍‌ରୁ ଏକ କାରରୁ ୪ କେଜି ୬୬୪ ଗ୍ରାମ ସୁନା ଓ ୧୮୫.୫ କେଜି ରୁପା ଜବତ କରିଛି ଗୋଳନ୍ଥରା ଥାନା ପୁଲିସ୍‌। ଏହାର ମୂଲ୍ୟ ପ୍ରାୟ ୩ କୋଟି ୧୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ବଡ଼ ବଜାରକୁ ଏହି ସୁନା ଓ ରୁପା ଚାଲାଣ ହେଉଥିଲା। କାର୍‌ରେ ଲୁଚାଇ ଏହି ସୁନା ଓ ରୁପାକୁ ନିଆଯାଉଥିଲା।

ପୁଲିସ୍ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି। ସମସ୍ତେ ତାମିଲନାଡୁର ବୋଲି ଜଣାପଡ଼ିଛି।

ପୁଲିସ୍ ଘଟଣା ସଂପର୍କରେ ପଚରାଉଚର କରୁଥିବା ବେଳେ GST ଓ IT ଡିପାର୍ଟମେଣ୍ଟକୁ ମଧ୍ୟ ଅବଗତ କରିଛି। GST ଫାଙ୍କିବା ପାଇଁ ଏତେ ପରିମାଣର ସୁନା ଓ ରୁପାକୂ ଲୁଚାଇ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story