କୂଅରେ ଗଳି ପଡ଼ିଲେ ୩ ସାଙ୍ଗ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଦୁଇଟି ବାଇକ୍‌ରେ ୫ ଜଣ ସାଙ୍ଗ ଘରକୁ ଫେରୁଥିଲେ। ହେଲେ ଗୋଟିଏ ବାଇକ୍‌ ବ୍ରିଜ୍‌କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱ କୂଅରେ ଗଳି ପଡ଼ିବାରୁ ୩ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଘଟିଛି। ସଦର ଥାନା ରାଞ୍ଜିଆ ଗାଁର ସନ୍ତୋଷ ଗୌଡ଼, ରାଇଝୋଳ ଗାଁର ଜିତେନ୍ଦ୍ର ଗୌଡ଼, ବାବୁଲା […]

bike-accident-ganjam

bike-accident-ganjam

Manoranjan Sial
  • Published: Wednesday, 01 January 2020
  • Updated: 01 January 2020, 10:48 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଦୁଇଟି ବାଇକ୍‌ରେ ୫ ଜଣ ସାଙ୍ଗ ଘରକୁ ଫେରୁଥିଲେ। ହେଲେ ଗୋଟିଏ ବାଇକ୍‌ ବ୍ରିଜ୍‌କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱ କୂଅରେ ଗଳି ପଡ଼ିବାରୁ ୩ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଘଟିଛି।

ସଦର ଥାନା ରାଞ୍ଜିଆ ଗାଁର ସନ୍ତୋଷ ଗୌଡ଼, ରାଇଝୋଳ ଗାଁର ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ ଓ ମିଟୁ ଗୌଡ଼ ଏବଂ ପଦ୍ମତୋଳା ଗାଁର ଶିମରାମ ସ୍ୱାଇଁ କୌଣସି କାମରେ ଦୁଇଟି ବାଇକ୍‌ରେ ପଦ୍ମତୋଳାରୁ ରାଇଝୋଳକୁ ଫେରୁଥିଲେ। ତେବେ ଦିଗପହଣ୍ଡି ଥାନା କୋଚିନଡ଼ା ବ୍ରିଜ୍‌ ନିକଟରେ ଦୁର୍ଘଟଣା ଘଟିଥିଲା। ବାଇକ୍‌ରେ ଯାଇଥିବା ସନ୍ତୋଷ ଗୌଡ଼, ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ ବ୍ରିଜ୍‌ରେ ବାଡେଇ ହୋଇ ରାସ୍ତା ପାର୍ଶ୍ୱରେ ଥିବା କୂଅରେ ଗଳି ପଡ଼ିଥିଲେ। ତେବେ ତାଙ୍କ ପଛରେ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ମିଟୁ ଗୌଡ଼ ଓ ଶିମରାମ ସ୍ୱାଇଁ ମଧ୍ୟ ବ୍ରିଜ୍‌ରେ ବାଡେଇ ହୋଇଯାଥିଲେ। ପରେ ସେମାନେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସନ୍ତୋଷ ଗୌଡ଼, ଜିତେନ୍ଦ୍ର ଗୌଡ଼ ଓ ବାବୁଲା ଗୌଡ଼ଙ୍କୁ ମୃତ ଘୋଷଣା କରିଥିଲେ। ଏବେ ମଧ୍ୟ ଶିବରାମ ଓ ମିଟୁ ଗୁରୁତର ଆହତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story