‘ନିଜାମୁଦ୍ଦିନରୁ ଫେରିଥିବା ୩ ଓଡ଼ିଆ ଏବେ କ୍ୱାରେଣ୍ଟାଇନ୍‌ରେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାରୁ ଯୋଗ ଦେଇଥିବା ବ୍ୟକ୍ତିଙ୍କ ଭିତରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ହସ୍ପିଟାଲ କ୍ୱାରେଣ୍ଟାଇନରେ ରଖାଯାଇଛି। ଏପରିକି ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ତେବେ ଅନ୍ୟମାନଙ୍କ ସନ୍ଧାନ ନେବାକୁ ସରକାର ଉଦ୍ୟମ ଜାରି ରହିଛି। ଆଜି ଏନେଇ ସୂଚନା ଦେଇଛନ୍ତି କୋଭିଡ୍‌-୧୯ ମୁଖ୍ୟମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଓଡ଼ିଶାରେ ‘କରୋନା’ ଆକ୍ରାନ୍ତ ସ୍ଥିତି ନେଇ ସୁବ୍ରତ ବାଗଚୀ କହିଛନ୍ତି, “ଏଯାବତ ୪୭୩ଟି ସାମ୍ପଲ ଟେଷ୍ଟ ହୋଇଛି। ପଜିଟିଭ […]

niza

niza

Manoranjan Sial
  • Published: Tuesday, 31 March 2020
  • Updated: 31 March 2020, 05:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାରୁ ଯୋଗ ଦେଇଥିବା ବ୍ୟକ୍ତିଙ୍କ ଭିତରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ହସ୍ପିଟାଲ କ୍ୱାରେଣ୍ଟାଇନରେ ରଖାଯାଇଛି। ଏପରିକି ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ତେବେ ଅନ୍ୟମାନଙ୍କ ସନ୍ଧାନ ନେବାକୁ ସରକାର ଉଦ୍ୟମ ଜାରି ରହିଛି। ଆଜି ଏନେଇ ସୂଚନା ଦେଇଛନ୍ତି କୋଭିଡ୍‌-୧୯ ମୁଖ୍ୟମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ଓଡ଼ିଶାରେ ‘କରୋନା’ ଆକ୍ରାନ୍ତ ସ୍ଥିତି ନେଇ ସୁବ୍ରତ ବାଗଚୀ କହିଛନ୍ତି, “ଏଯାବତ ୪୭୩ଟି ସାମ୍ପଲ ଟେଷ୍ଟ ହୋଇଛି। ପଜିଟିଭ ସେହି ୩ରେ ସୀମିତ ରହିଛି। ମୋଟ ୫୭ ଜଣ ‘କରୋନା’ ସନ୍ଦିଗ୍ଧ ଏବେ ଆଇସୋଲେସନରେ ଅଛନ୍ତି।”

ଲକ ଡାଉନ ଉଲ୍ଲଂଘନ ସଂପର୍କରେ ରୋଚକ ତଥ୍ୟ ଦେଲେ ବାଗଚୀ। ସେ କହିଛନ୍ତି- ମାର୍ଚ୍ଚ ୧୫ରେ ପ୍ରଥମ, ୧୯ରେ ଦ୍ୱିତୀୟ ଓ ୨୬ ତାରିଖରେ ତୃତୀୟ ପଜିଟିଭ ‘କରୋନା’ ରୋଗୀ ଚିହ୍ନଟ ହୋଇଛି। ସେଦିନଠାରୁ ଆଉ ପଜିଟିଭ ନଆସିବାର କାରଣ ହେଉଛି ଲୋକଙ୍କ ସଚେତନତା। ଓଡ଼ିଶା ଲୋକଙ୍କ ସଚେତନତା ଓ ସହଯୋଗ ପାଇଁ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ରହିଛି। ତେବେ ଲକ୍‌ଡାଉନ୍‌ ବେଳେ ସାନ ପୁଅ ଝିଅମାନେ ଘରେ ରହିଥିବା ଦେଖିବାକୁ ମିଳିଛି। ସାନ ପିଲାମାନେ ଘରର ବଡ଼ମାନଙ୍କୁ ବୁଝାଇ ଘରେ ରଖନ୍ତୁ ବୋଲି ବାଗଚୀ କହିଛନ୍ତି।

‘କରୋନା’ ସଂକ୍ରମଣ ନେଇ ତୁଳନାତ୍ମକ ଚିତ୍ର ଦେଲେ ସୁବ୍ରତ ବାଗଚୀ। କହିଛନ୍ତି-“ଲକ ଡାଉନ୍‌କୁ କଡ଼ାକଡ଼ି ମାନିବାରୁ ଚୀନରେ ସଂକ୍ରମଣ କମି ଚାଲିଛି। ଲକ୍‌ ଡାଉନ୍‌ରେ ଢିଲା ପାଇଁ ଏବେ ଇଟାଲି ଓ ଆମେରିକାରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ଚୀନ ପରି ଲକ୍‌ଡାଉନ୍‌ ନମାନିବାରୁ ଆଜି ଇଟାଲି ଓ ଆମେରିକା ବେଶୀ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାରେ ସେହି ୩ ପଜିଟିଭ ରହିଛି। ନିୟମ ନମାନିଲେ ନିଆଁ ଲାଗିଯିବ। ଚାଳ ଘରେ ନିଆଁ ବ୍ୟାପିବା ଭଳି ୩ଟା ୩ଶହ ବା ୩ ହଜାର ହୋଇଯିବ। ଓଡ଼ିଶାର ଅନେକ ଛୋଟ ସହରର ଜନସଂଖ୍ୟା ଘନତ୍ୱ ବହୁତ ବେଶୀ। ଲକ ଡାଉନ ନମାନିଲେ, ସତର୍କ ନହେଲେ ନିଆଁ ଲାଗିବା ଭଳି ବ୍ୟାପିଯିବ।”

ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତ ସଂଖ୍ୟା ନେଇ ସୁବ୍ରତ ବାଗଚୀ କହିଛନ୍ତି-“ଗତକାଲି ୧୯୯ ଦେଶରେ ୭ ଲକ୍ଷ ୨୪ ହଜାର ୭୬୯ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୨୦୦ ଦେଶର ୭ ଲକ୍ଷ ୮୯ ହଜାର ୯୩୬ ଆକ୍ରାନ୍ତ ହୋଇଛନ୍ତି। କାଲି ସୁଦ୍ଧା ୩୪ ହଜାର ମୃତ୍ୟୁ କରିଥିବା ବେଳେ ଆଜି ସଂଖ୍ୟା ୩୮,୧୦୩ ଜଣଙ୍କର ମୃତ୍ୟୁ ହୋଇଛନ୍ତି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧ ଥିଲାବେଳେ ଆଜି ୧୨୫୧କୁ ବୃଦ୍ଧି ହୋଇଛି। କାଲି ସୁଦ୍ଧା ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସଂଖ୍ୟା ୩୨କୁ ବଢ଼ିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story