ଅଜଣା ଜନ୍ତୁ ଆକ୍ରମଣରେ ୩ ମେଣ୍ଢା ମୃତ,୨ ନିଖୋଜ

ନିଆଳି: ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ନୂଆଗାଁ ପଞ୍ଚାୟତ ବଡ଼କୋରକୋର ଗାଁରେ ୩ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଟି ନିଖୋଜ ଅଛନ୍ତି।  ବାରମ୍ବାର ଅଜଣା ଜନ୍ତୁ ଆକ୍ରମଣରେ ଏଠାରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ମେଣ୍ଡାଙ୍କ ମୃତ୍ୟୁ ହେଉଛି। ସୂଚନାଯୋଗ୍ୟ, ମେଣ୍ଢା ମୃତ୍ୟୁ ପଛରେ ରାମଶିଆଳ, ଗଧିଆ ଏବଂ  ହେଟା ବାଘ ଥିବା ଓ୍ୱାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ(WII)ର ବିଶେଷଜ୍ଞ ଟିମ୍ ରିପୋର୍ଟ ଦେଇଥିଲା। ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା […]

sheep

sheep

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 03:14 PM IST

Sports

Latest News

ନିଆଳି: ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ନୂଆଗାଁ ପଞ୍ଚାୟତ ବଡ଼କୋରକୋର ଗାଁରେ ୩ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଟି ନିଖୋଜ ଅଛନ୍ତି।  ବାରମ୍ବାର ଅଜଣା ଜନ୍ତୁ ଆକ୍ରମଣରେ ଏଠାରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ମେଣ୍ଡାଙ୍କ ମୃତ୍ୟୁ ହେଉଛି।

ସୂଚନାଯୋଗ୍ୟ, ମେଣ୍ଢା ମୃତ୍ୟୁ ପଛରେ ରାମଶିଆଳ, ଗଧିଆ ଏବଂ  ହେଟା ବାଘ ଥିବା ଓ୍ୱାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ(WII)ର ବିଶେଷଜ୍ଞ ଟିମ୍ ରିପୋର୍ଟ ଦେଇଥିଲା। ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଟିମ୍‌ ଏହି ରିପୋର୍ଟ ଦେଇଥିଲା। ନିଆଳି ସମେତ ଅନ୍ୟ ସ୍ଥାନରେ କିଛି ଦିନ ହେଲା ମେଣ୍ଢା ମୃତ୍ୟୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହା ପଛର କାରଣ ଜାଣିବାରେ ବନ ବିଭାଗ ବିଫଳ ହେବା ପରେ ରାଜ୍ୟ ସରକାର ଓ୍ୱାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆର ସହାୟତା ନେଇଥିଲେ। ସେହି ଅନୁଯାୟୀ ବିଶେଷଜ୍ଞ ଟିମ୍ ଆସି ସମ୍ପୃକ୍ତ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story