କିରାସିନି ଭାବି ଜଳନ୍ତା ଡିବିରିରେ ପେଟ୍ରୋଲ ଢାଳିଦେଲେ, ତା’ପରେ...

ବାରିପଦା(ମାଣିକ ଲାଲ୍‌ ପାଣି): କିରାସିନି ଭାବି ଜଳୁଥିବା ଡିବିରିରେ ପେଟ୍ରୋଲ୍‌ ଢ଼ାଳିବାକୁ ଉଦ୍ୟମ କରୁଥିଲେ ଜଣେ ମହିଳା। ଆଉ ତା’ପରେ ନିଆଁ ତାଙ୍କ ଦେହରେ ଲାଗି ଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶାଶୁ ଓ ମାଇଁ ଶାଶୁ ମଧ୍ୟ ପୋଡ଼ି ଯାଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ଆଜି ଅପରାହ୍ନ ୪ଟା ବେଳେ ଶରତ ଥାନା ଅଞ୍ଚଳରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହି […]

baripada

baripada

Manoranjan Sial
  • Published: Thursday, 25 July 2019
  • Updated: 25 July 2019, 10:07 PM IST

Sports

Latest News

ବାରିପଦା(ମାଣିକ ଲାଲ୍‌ ପାଣି): କିରାସିନି ଭାବି ଜଳୁଥିବା ଡିବିରିରେ ପେଟ୍ରୋଲ୍‌ ଢ଼ାଳିବାକୁ ଉଦ୍ୟମ କରୁଥିଲେ ଜଣେ ମହିଳା। ଆଉ ତା’ପରେ ନିଆଁ ତାଙ୍କ ଦେହରେ ଲାଗି ଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶାଶୁ ଓ ମାଇଁ ଶାଶୁ ମଧ୍ୟ ପୋଡ଼ି ଯାଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଆଜି ଅପରାହ୍ନ ୪ଟା ବେଳେ ଶରତ ଥାନା ଅଞ୍ଚଳରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହି ସମୟରେ ବିଦ୍ୟୁତ ବିଭାଜ ବିଜୁଳି କାଟି ଦେଇଥିଲେ। ତେଣୁ ଲାବଣ୍ୟଦେଇପୁର ଗାଁ କଟୁରିଆ ସାହିର ମୂରଲୀଧର ସିଂଙ୍କ ପତ୍ନୀ ଡିବିରି ଲଗାଇ ଥିଲେ। ମାତ୍ର କିରାସିନି ତେଲ ନଥିବାରୁ ଡିବିରିଟି ଜଳୁନଥିଲା। ତେଣୁ ମୂରଲୀଧରଙ୍କ ପତ୍ନୀ କିରାସିନି ଭାବି ଘରେ ରଖାଯାଇଥିବା ଆଉ ଏକ ବୋତଲରୁ ପେଟ୍ରୋଲକୁ ଡିବିରିରେ ଢାଳିଥିଲେ। ସଙ୍ଗେସଙ୍ଗେ ସେଥିରୁ ନିଆଁ ବାହାରି ତାଙ୍କ ଦେହରେ ଲାଗି ଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ମୂରଲୀଧରଙ୍କ ମାଆ ଓ ମାଇଁ ମଧ୍ୟ ପୋଡ଼ି ହୋଇଯାଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଉଦଳା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିବାରୁ ସେମାନଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story