ଯାଜପୁରରେ ୩ ବର୍ଷର ଝିଅ-ପୁଅକୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନରେ ଯାଜପରରେ ସର୍ବାଧିକ ୧୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ଖବର ଆସିଛି। ଏନେଇ ସେମାନଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏହି ୧୪ ଜଣଙ୍କ ମଧ୍ୟରେ ଜଣେ ୩ ବର୍ଷର ଝିଅ ଓ ଜଣେ ୩ ବର୍ଷର ପୁଅ ଅଛନ୍ତି। ତେବେ ଅନ୍ୟମାନଙ୍କ ମଧ୍ୟରେ ଜଣେ ୨୯ ବର୍ଷର ପୁରୁଷ, ୩୮ ବର୍ଷର ପୁରୁଷ, ୩୫ ବର୍ଷର ପୁରୁଷ, ୪୦ ବର୍ଷର ମହିଳା, ୨୯ ବର୍ଷର ପୁରୁଷ, ୨୦ ବର୍ଷ […]

b-909

b-909

Tapas Behera
  • Published: Thursday, 30 April 2020
  • Updated: 30 April 2020, 06:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନରେ ଯାଜପରରେ ସର୍ବାଧିକ ୧୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ଖବର ଆସିଛି। ଏନେଇ ସେମାନଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏହି ୧୪ ଜଣଙ୍କ ମଧ୍ୟରେ ଜଣେ ୩ ବର୍ଷର ଝିଅ ଓ ଜଣେ ୩ ବର୍ଷର ପୁଅ ଅଛନ୍ତି। ତେବେ ଅନ୍ୟମାନଙ୍କ ମଧ୍ୟରେ ଜଣେ ୨୯ ବର୍ଷର ପୁରୁଷ, ୩୮ ବର୍ଷର ପୁରୁଷ, ୩୫ ବର୍ଷର ପୁରୁଷ, ୪୦ ବର୍ଷର ମହିଳା, ୨୯ ବର୍ଷର ପୁରୁଷ, ୨୦ ବର୍ଷ ମହିଳା, ୮୫ ବର୍ଷ ମହିଳା, ୩୪ ବର୍ଷର ପୁରୁଷ, ୩୬ ବର୍ଷ ମହିଳା, ୧୨ ବର୍ଷର ପୁଅ,  ୫୨ ବର୍ଷ ମହିଳା, ୬୨ ବର୍ଷର ପୁରୁଷ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

ଯାଜପୁରର ନୂଆ ୧୪ ପଜିଟିଭ ନେଇ ସରକାର ମଧ୍ୟ ସୂଚନା ଦେଇଛନ୍ତି। ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହଙ୍କ ସୂଚନା ଅନୁଯାୟୀ, ସମସ୍ତ ୧୪ ପଜିଟିଭ ଯାଜପୁର କଟିକଟାରୁ ଚିହ୍ନଟ ହୋଇଛନ୍ତି। ପୂର୍ବରୁ କଟିକଟାରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ସମସ୍ତ ୬ ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିଲେ ବୋଲି ସଂଜୟ ସିଂହ କହିଛନ୍ତି।

୬ ପଜିଟିଭ ମିଳିବା ପରେ କଟିକଟାକୁ କଣ୍ଟେନମେଣ୍ଟ କରାଯାଇଥିଲା। କଟିକଟା ଗାଁରେ ମୋଟ ୨୬୯ ପରିବାର ବାସ କରନ୍ତି। କଣ୍ଟେନମେଣ୍ଟ ପରେ କଟିକଟାରୁ ୨ଶହ ସାମ୍ପଲ ନିଆଯାଇଛି। ଉକ୍ତ ୨ ଶହ ସାମ୍ପଲରୁ ୧୪ଟି ପଜିଟିଭ ଏବେ ଚିହ୍ନଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story