ଗାଡ଼ି ଧକ୍କାରେ ୩ ବର୍ଷର ଶିଶୁ ମୃତ

ନୂଆପଡ଼ା (ମାୟାଧର ସରାଫ): ଏକ ନଳକୂଅ ଖୋଳା ଗାଡ଼ି ଧକ୍କାରେ ଏକ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଘଟଣାଟି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲାଞ୍ଜି ଗାଁରେ ଘଟିଛି। ମୃତ ଶିଶୁଟିର ନାଁ ପରେଶ ହିଆଲ। ନଳକୂଅ ଖୋଳା ଗାଡ଼ିଟି ଲାଞ୍ଜିରୁ ଉପରପିଟା ଗାଁ ଆଡ଼କୁ ଯାଉଥିବା ଶିଶୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ଫଳରେ କିଛି ସମୟ ପାଇଁ ଗାଁରେ ଉତ୍ତେଜନା […]

deadbody

Rakesh Mallick
  • Published: Sunday, 29 April 2018
  • , Updated: 29 April 2018, 05:55 PM IST

ନୂଆପଡ଼ା (ମାୟାଧର ସରାଫ): ଏକ ନଳକୂଅ ଖୋଳା ଗାଡ଼ି ଧକ୍କାରେ ଏକ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଘଟଣାଟି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲାଞ୍ଜି ଗାଁରେ ଘଟିଛି। ମୃତ ଶିଶୁଟିର ନାଁ ପରେଶ ହିଆଲ।

ନଳକୂଅ ଖୋଳା ଗାଡ଼ିଟି ଲାଞ୍ଜିରୁ ଉପରପିଟା ଗାଁ ଆଡ଼କୁ ଯାଉଥିବା ଶିଶୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା।

କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ଫଳରେ କିଛି ସମୟ ପାଇଁ ଗାଁରେ ଉତ୍ତେଜନା ଦେଖା ଦେଇଥିଲା।

Related story