ଗଛରେ ପିଟି ହୋଇଗଲା ଟୁରିଷ୍ଟ ବସ୍‌

ଆଠଗଡ଼ (ନୀଳକଣ୍ଠ ଦୋରା): ଗଛରେ ପିଟିହେଲା ଟୁରିଷ୍ଟ ବସ୍‌। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଗଣିଆ ଥାନା ଅନ୍ତର୍ଗତ ଅକୁରାବନ୍ଧରେ। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, କଟକ ଜିଲ୍ଲା ପଦ୍ମପୁରରୁ ୫୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ଜଗନ୍ନାଥ ନାମକ ଏକ ବସ୍‌ ଛତିଶଗଡ଼ ଯାଇଥିଲା। ସେଠାରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ବସ୍‌ ଗଛରେ ପିଟି ହୋଇଯାଇଥିଲା। ଆହତମାନଙ୍କୁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ  ଜଣଙ୍କ […]

acccident-567

Jyoshna Pradhan
  • Published: Tuesday, 01 January 2019
  • , Updated: 01 January 2019, 02:02 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): ଗଛରେ ପିଟିହେଲା ଟୁରିଷ୍ଟ ବସ୍‌। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଗଣିଆ ଥାନା ଅନ୍ତର୍ଗତ ଅକୁରାବନ୍ଧରେ। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, କଟକ ଜିଲ୍ଲା ପଦ୍ମପୁରରୁ ୫୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ଜଗନ୍ନାଥ ନାମକ ଏକ ବସ୍‌ ଛତିଶଗଡ଼ ଯାଇଥିଲା। ସେଠାରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ବସ୍‌ ଗଛରେ ପିଟି ହୋଇଯାଇଥିଲା।

ଆହତମାନଙ୍କୁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ  ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Related story