୩୦ ଦାଦନ ଶ୍ରମିକ ଉଦ୍ଧାର

Ordigital Desk
  • Published: Wednesday, 06 December 2017
  • , Updated: 06 December 2017, 02:19 PM IST
<p>ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ଅଞ୍ଚଳରୁ ୩୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। କଟକ ଯିବା ପାଇଁ ବସ୍&zwnj;କୁ ଅପେକ୍ଷା କରୁଥିବା ବେଳେ ବୋଡେନ୍ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। ତେବେ ଦଲାଲ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।</p>

Related story