ରାଜଧାନୀରେ ଆଜି ୩୧୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୨, ଲୋକାଲ କଣ୍ଟାକ୍ଟ କେସ୍- ୨୨୭ ରହିଛି। ଆଜି ଆଉ ୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରସୁଲଗଡ଼-୧୬, ପଟିଆ- ୧୩, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୦, ୟୁନିଟ-୬ ଅଞ୍ଚଳରୁ ୧୦, ଡୁମୁଡୁମା ଓ ମଞ୍ଚେଶ୍ୱରରୁ ୮ ଜଣ ଲେଖାଏଁ ଚିହ୍ନଟ ରହିଛି। ଓଲ୍ଡ୍ ଟାଉନ ଓ ବରମୁଣ୍ଡାରୁ ୮ ଲେଖାଏଁ, ପାତ୍ରପଡ଼ାରୁ ୬, ବିଜେବି ନଗର, ୟୁନିଟ-୬ […]

corona-3.1

Tapas Behera
  • Published: Monday, 05 October 2020
  • , Updated: 05 October 2020, 06:25 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୨, ଲୋକାଲ କଣ୍ଟାକ୍ଟ କେସ୍- ୨୨୭ ରହିଛି। ଆଜି ଆଉ ୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରସୁଲଗଡ଼-୧୬, ପଟିଆ- ୧୩, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୦, ୟୁନିଟ-୬ ଅଞ୍ଚଳରୁ ୧୦, ଡୁମୁଡୁମା ଓ ମଞ୍ଚେଶ୍ୱରରୁ ୮ ଜଣ ଲେଖାଏଁ ଚିହ୍ନଟ ରହିଛି। ଓଲ୍ଡ୍ ଟାଉନ ଓ ବରମୁଣ୍ଡାରୁ ୮ ଲେଖାଏଁ, ପାତ୍ରପଡ଼ାରୁ ୬, ବିଜେବି ନଗର, ୟୁନିଟ-୬ ଅଞ୍ଚଳରୁ ୮ ଲେଖାଏଁ, ରସୁଲଗଡ଼ରୁ ୬ ଚିହ୍ନଟ ହୋଇଛନ୍ତି।

Related story