ସମୁଦ୍ର ପଥରେ ଶ୍ରମିକ, ନାଆ ନେଇଗଲା ୨ ଲକ୍ଷ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ‘କରୋନ’ ପାଇଁ ସମଗ୍ର ଭାରତ ଲକ୍‌ଡାନ୍‌ରେ ରହିଛି। ଏପରି ସମୟରେ ପେଟ ଚାଖଣ୍ଡକ ପାଇଁ ତାମିଲ୍‌ନାଡୁ ଯାଇଥିବା ଓଡ଼ିଶାମାନେ ଫସି ଯାଇଥିଲେ। ଘରକୁ ଫେରିପାରୁ ନଥିଲେ। ଏପରିକି ସେଠାରେ ଦୁଇ ଓଳି ଖାଇବାକୁ ପାଉନଥିଲେ। ସବୁଆଡୁ ନିରାଶ ହେବା ପରେ ସେମାନେ ୨ ଲକ୍ଷ ଟଙ୍କା ଏକ ବୋଟ୍‌ କିଣି ୫ ଦିନର ଜଳ ଯାତ୍ରା କରି ପଞ୍ଚିଥିଲେ ଗଞ୍ଜାମରେ। ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି କ୍ୱାରେଣ୍ଟାଇନ୍‌ରେ ରଖିଛି। ପେଟପାଟଣା ପାଇଁ ଗଞ୍ଜାମ […]

boat

boat

Manoranjan Sial
  • Published: Saturday, 25 April 2020
  • Updated: 25 April 2020, 09:14 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ‘କରୋନ’ ପାଇଁ ସମଗ୍ର ଭାରତ ଲକ୍‌ଡାନ୍‌ରେ ରହିଛି। ଏପରି ସମୟରେ ପେଟ ଚାଖଣ୍ଡକ ପାଇଁ ତାମିଲ୍‌ନାଡୁ ଯାଇଥିବା ଓଡ଼ିଶାମାନେ ଫସି ଯାଇଥିଲେ। ଘରକୁ ଫେରିପାରୁ ନଥିଲେ। ଏପରିକି ସେଠାରେ ଦୁଇ ଓଳି ଖାଇବାକୁ ପାଉନଥିଲେ। ସବୁଆଡୁ ନିରାଶ ହେବା ପରେ ସେମାନେ ୨ ଲକ୍ଷ ଟଙ୍କା ଏକ ବୋଟ୍‌ କିଣି ୫ ଦିନର ଜଳ ଯାତ୍ରା କରି ପଞ୍ଚିଥିଲେ ଗଞ୍ଜାମରେ। ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି କ୍ୱାରେଣ୍ଟାଇନ୍‌ରେ ରଖିଛି।

ପେଟପାଟଣା ପାଇଁ ଗଞ୍ଜାମ ଜିଲ୍ଲାର କେତେକ ଲୋକ ତାମିଲନାଡୁ ଯାଇଥିଲେ। ସେଠାରେ କାମ କରି ଅର୍ଥ ମଧ୍ୟ ଉପାର୍ଜନ କରୁଥିଲେ। ତେବେ ‘କରୋନା’ ପାଇଁ ଭାରତ ସରକାର ଲକ୍‌ଡାଉନ୍‌ ଘୋଷଣା କଲେ। ଯେଉଁଥିପାଇଁ ସବୁ କଳକାରଖାନା ବନ୍ଦ ହୋଇଗଲା। ଯାହାଫଳରେ ଖାଇବାକୁ ପାଇଲେ ନାହିଁ। ସେଠାରେ ଫସି ରହିଥିବା ଦାଦନ ଶ୍ରମିକମାନେ ଘରକୁ ଫେରିବା ପାଇଁ ଚାହିଁଥିଲେ। ମାତ୍ର ସୁଯୋଗ ମିଳୁନଥିଲା।

ଶେଷରେ କିଛି ଉପାୟ ନପାଇ ଜଳ ପଥରେ ଆସିବା ପାଇଁ ସ୍ଥିର କଲେ। ୨ ଲକ୍ଷ ଟଙ୍କାରେ ଡବଲ ଇଞ୍ଜିନ ବିଶିଷ୍ଟ ଏକ ବୋଟ୍‌ କିଣିଥିଲେ। ଗତ ୨୧ ତାରିଖରେ ସେମାନେ ବୋଟ୍‌ରେ ତାମିଲନାଡୁରୁ ବାହାରି ଥିଲେ। ହେଲେ ଅଧା ବାଟରେ ଦୁଇଟି ଇଞ୍ଜିନରୁ ଗୋଟିଏ ଖରାପ ହୋଇଗଲା। ଏହା ପରେ ଭଗବାନଙ୍କ ଭରସାରେ ବହୁ କଷ୍ଟରେ ଗୋଟିଏ ଇଞ୍ଜିନ୍‌ରେ ଅନ୍ଧାର ରାତିରେ ନୀଳ ସମୁଦ୍ରରେ ଆଗକୁ ମାଡି ଚାଲିଥିଲେ। ତେବେ ବିଶାଖାପାଟଣା ନିକଟରେ ସାଙ୍ଗରେ ଆଣିଥିବା ଡିଜେଲ ସରିଯାଇଥିଲା। ଯେଉଁଥିପାଇଁ ଦାଦନଶ୍ରମିକମାନେ ଚିନ୍ତାରେ ପଡି ଯାଇଥିଲେ। ଶେଷରେ କିଛି ଉପାୟ ନପାଇ ପାଲ ମାଧ୍ୟରେ ବୋଟ୍‌କୁ ଠେଲି ଆଣିଥିଲେ।

ଆଜି ସନ୍ଧ୍ୟା ବେଳେ ସେମାନେ ଗଞ୍ଜାମ ଉପକୂଳରେ ପହଞ୍ଚିଥିଲେ। ଟିକିରି ସୋନାପୁର ସାମୁଦ୍ରିକ ଥାନା ଅଧିକାରୀ, ଟିକିରି ତହସିଲଦାର ଓ ବିଡିଓ ସେମାନଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ବୋଟ୍‌ରେ ୩୮ ଜଣ ଶ୍ରମିକ ଆସିଛନ୍ତି। ସେଥିରୁ ୨୧ ଜଣ ଓଡ଼ିଆ ଅଛନ୍ତି। ଅନ୍ୟମାନେ ଆନ୍ଧ୍ରପ୍ରଦେଶର। ଆସନ୍ତାକାଲି ସେମାନଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story