୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ମାଲକାନଗିରି ବନ୍ଦ

ମାଲକାନଗିରି: ୪ ଦଫା ଦାବି ନେଇ ଆଜି  ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡି  ଚଳାଚଳ ବନ୍ଦ ରହିଛି। ପାଣି, ବିଦ୍ୟୁତ, ମୋବାଇଲ ସେବା ଓ ରାସନକାର୍ଡ ବନ୍ଦ ଡାକରାର ମୁଖ୍ୟ ପ୍ରସଙ୍ଗ ରହିଛି। ଆଜି ସକାଳେ ମାଲକାନଗିରିରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି।

malkangiri

Rakesh Mallick
  • Published: Tuesday, 10 May 2016
  • , Updated: 10 May 2016, 05:33 AM IST

Related story