ସକାଳୁ ସକାଳୁ ରାଜପଥରେ ଚାଲିଗଲା ୪ ଜୀବନ

<p>ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ଏନ୍&zwnj;ଏଚ୍&zwnj; ୫୩ ବାଲିସାହି ନିକଟରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ସହିତ ଟାଟା-ମ୍ୟାଜିକର ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>ସମସ୍ତ ମୃତାହତମାନେ ବ୍ୟବସାୟୀ ବୋଲି ଜଣାପଡ଼ିଛି।&nbsp; ସେମାନେ ଏକ ଟାଟା ମ୍ୟାଜିକରେ ଡୁବୁରି ହାଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।</p>

Ordigital Desk
  • Published: Saturday, 30 December 2017
  • Updated: 30 December 2017, 09:44 AM IST

Sports

Latest News

<p>ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ଏନ୍&zwnj;ଏଚ୍&zwnj; ୫୩ ବାଲିସାହି ନିକଟରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ସହିତ ଟାଟା-ମ୍ୟାଜିକର ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p><p>ସମସ୍ତ ମୃତାହତମାନେ ବ୍ୟବସାୟୀ ବୋଲି ଜଣାପଡ଼ିଛି।&nbsp; ସେମାନେ ଏକ ଟାଟା ମ୍ୟାଜିକରେ ଡୁବୁରି ହାଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos