ବ୍ଲାକ୍‌ରୋଜ୍‌ରେ ପିଟି ହୋଇ ବୁଡ଼ିଗଲା ଟ୍ରଲର, ୪ ନିଖୋଜ

ପାରାଦୀପ (ଓଡ଼ିଶା ରିପୋର୍ଟର): ବୁଡ଼ି ରହିଥିବା ବ୍ଲାକ୍‌ରୋଜ୍ ଜାହାଜରେ ପିଟି ହୋଇ ଏକ ଟ୍ରଲର ବୁଡ଼ି ଯିବାରୁ ୪ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ମତ୍ସ୍ୟଜୀବୀମାନଙ୍କୁ ଖୋଜାଖୋଜି କରାଯାଉଛି। ପୂର୍ବରୁ ମଧ୍ୟ ବ୍ଲାକ୍‌ରୋଜ୍‌ରେ ପିଟି ହୋଇ ଅନେକ ଟ୍ରଲର ବୁଡ଼ିଥିଲା। ଘଟଣା ସଂପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

paradeep

Manoranjan Sial
  • Published: Monday, 26 October 2020
  • , Updated: 26 October 2020, 02:18 PM IST

ପାରାଦୀପ (ଓଡ଼ିଶା ରିପୋର୍ଟର): ବୁଡ଼ି ରହିଥିବା ବ୍ଲାକ୍‌ରୋଜ୍ ଜାହାଜରେ ପିଟି ହୋଇ ଏକ ଟ୍ରଲର ବୁଡ଼ି ଯିବାରୁ ୪ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।

ନିଖୋଜ ମତ୍ସ୍ୟଜୀବୀମାନଙ୍କୁ ଖୋଜାଖୋଜି କରାଯାଉଛି। ପୂର୍ବରୁ ମଧ୍ୟ ବ୍ଲାକ୍‌ରୋଜ୍‌ରେ ପିଟି ହୋଇ ଅନେକ ଟ୍ରଲର ବୁଡ଼ିଥିଲା।

ଘଟଣା ସଂପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related story