ଧାନ ଖାଇବାକୁ ଗାଁରେ ପଶିଲେ ହାତୀ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଣ୍ଡସର ଗାଁରେ ଆଜି ଭୋରରେ ୪ଟି ହାତୀ ପଶିଥିଲେ। ଏହି ପଲରେ ଦୁଇଟି ମାଈ ହାତୀ ସହ ଦୁଇଟି ଛୁଆ ଅଛନ୍ତି।  ଗତକାଲି ଏହି ହାତୀଗୁଡ଼ିକ ରାସ ଜଙ୍ଗଲରେ ଥିଲେ। ହେଲେ ଧାନ ଖାଇବାକୁ ଆଜି ଗାଁକୁ ପଶିଥିଲେ। ତେବେ ସକାଳ ହୋଇ ଯିବାରୁ ଗାଁ ମୁଣ୍ଡ ଏକ ବୁଦାରେ ରହି ଯାଇଛନ୍ତି।  ଫଳରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ […]

elephant

elephant

Jyoshna Pradhan
  • Published: Sunday, 01 December 2019
  • Updated: 01 December 2019, 11:44 AM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଣ୍ଡସର ଗାଁରେ ଆଜି ଭୋରରେ ୪ଟି ହାତୀ ପଶିଥିଲେ। ଏହି ପଲରେ ଦୁଇଟି ମାଈ ହାତୀ ସହ ଦୁଇଟି ଛୁଆ ଅଛନ୍ତି।  ଗତକାଲି ଏହି ହାତୀଗୁଡ଼ିକ ରାସ ଜଙ୍ଗଲରେ ଥିଲେ। ହେଲେ ଧାନ ଖାଇବାକୁ ଆଜି ଗାଁକୁ ପଶିଥିଲେ। ତେବେ ସକାଳ ହୋଇ ଯିବାରୁ ଗାଁ ମୁଣ୍ଡ ଏକ ବୁଦାରେ ରହି ଯାଇଛନ୍ତି।  ଫଳରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos