ଚିଲିକାରୁ ନିଖୋଜ ୪ ମତ୍ସ୍ୟଜୀବୀ ଉଦ୍ଧାର

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ମାଛ ଧରିବାକୁ ଯାଇଥିବା ବେଳେ ଚିଲିକାରେ ନିଖୋଜ ହୋଇଯାଇଥିବା ୪ ମତ୍ସ୍ୟଜୀବୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏମାନେ ସମସ୍ତେ ପୁରୀ ଜିଲ୍ଲା କଣାସ ବ୍ଲକ କଉଡ଼ିଖୁଣି ଗାଁର। ମାଛ ମାରବାକୁ କିଛି ବ୍ୟକ୍ତି ଚିଲିକାକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ ବର୍ଷା ହେବାରୁ ଡଙ୍ଗାଟି ଭାଙ୍ଗି ଯାଇଥିଲା। ଏହାପରେ ସ୍ଥାନୀୟ ଲୋକ ଖବର ପାଇ ଦମକଳ  ବାହିନୀକୁ ଖବର ଦେଇଥିଲେ।

chilika

Rakesh Mallick
  • Published: Thursday, 03 May 2018
  • , Updated: 03 May 2018, 01:49 PM IST

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ମାଛ ଧରିବାକୁ ଯାଇଥିବା ବେଳେ ଚିଲିକାରେ ନିଖୋଜ ହୋଇଯାଇଥିବା ୪ ମତ୍ସ୍ୟଜୀବୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏମାନେ ସମସ୍ତେ ପୁରୀ ଜିଲ୍ଲା କଣାସ ବ୍ଲକ କଉଡ଼ିଖୁଣି ଗାଁର।

ମାଛ ମାରବାକୁ କିଛି ବ୍ୟକ୍ତି ଚିଲିକାକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ ବର୍ଷା ହେବାରୁ ଡଙ୍ଗାଟି ଭାଙ୍ଗି ଯାଇଥିଲା। ଏହାପରେ ସ୍ଥାନୀୟ ଲୋକ ଖବର ପାଇ ଦମକଳ  ବାହିନୀକୁ ଖବର ଦେଇଥିଲେ।

Related story