ଗାଁରେ ପଶିଲା କଲରାପତରିଆ ବାଘ, ତା’ ପରେ...

ସୁନ୍ଦରଗଡ(ଓଡ଼ିଶା ରିପୋର୍ଟର): କଲରାପତରିଆ ବାଘ ଆକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ରମ୍ପିଆ ଗାଁର ଜଣେ ମହିଳାଙ୍କ ସମେତ ୪ ଜଣ  ଆହତ ହୋଇଛନ୍ତି ।  ସେମାନେ ବର୍ତ୍ତମାନ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ରମ୍ପିଆ ଗାଁ ଜଙ୍ଗଲ ଘେରା ହୋଇଥିବା ଯୋଗୁଁ ସେଠାରେ ଅଧିକାଂଶ ସମୟରେ ହାତୀ ଏବଂ ବାଘ ଆତଙ୍କ ଲାଗି ରହିଥାଏ ।  ବାଘଟି ଗାଁରେ ପଶିବା ପରେ […]

images

images

Niharika Rout
  • Published: Wednesday, 05 August 2020
  • Updated: 05 August 2020, 10:17 AM IST

Sports

Latest News

ସୁନ୍ଦରଗଡ(ଓଡ଼ିଶା ରିପୋର୍ଟର): କଲରାପତରିଆ ବାଘ ଆକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ରମ୍ପିଆ ଗାଁର ଜଣେ ମହିଳାଙ୍କ ସମେତ ୪ ଜଣ  ଆହତ ହୋଇଛନ୍ତି ।  ସେମାନେ ବର୍ତ୍ତମାନ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ରମ୍ପିଆ ଗାଁ ଜଙ୍ଗଲ ଘେରା ହୋଇଥିବା ଯୋଗୁଁ ସେଠାରେ ଅଧିକାଂଶ ସମୟରେ ହାତୀ ଏବଂ ବାଘ ଆତଙ୍କ ଲାଗି ରହିଥାଏ ।  ବାଘଟି ଗାଁରେ ପଶିବା ପରେ ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ଘର ସଦସ୍ୟ ବାହାରକୁ ବାହାରିବାରୁ ବାଘ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos