ଭୋଜି ଖାଇ ଫେରିବା ବାଟରେ ୪ ଜଣଙ୍କୁ ଅପହରଣ !

ଉମରକୋଟ(ଓଡ଼ିଶା ରିପୋର୍ଟର): ବାହାଘର ଭୋଜିଖାଇ ଫେରିଲା ବେଳେ ୪ ଜଣଙ୍କୁ ଅପହରଣ। ଅପହୃତଙ୍କ ମଧ୍ୟରେ ରାଇଘର ତହସିଲ ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ଶାଳକଙ୍କ ପତ୍ନୀ ରହିଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ କାଙ୍କେର କତୁଆଲି ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ମୁତାବକ ଗତକାଲି ରାତି ୧୦.୧୦ ସମୟରେ ସେମାନେ ଛତିଶଗଡ଼ କାଙ୍କେରରୁ ଏକ ବିବାହ ଉତ୍ସବରେ ଭୋଜି ଖାଇ କୋଣ୍ଡାଗାଁ ଗୋଟିଏ କାର୍‌ରେ ଫେରୁଥିଲେ। ହେଲେ […]

miss

miss

Niranjan Mishra
  • Published: Sunday, 11 December 2022
  • Updated: 11 December 2022, 10:21 PM IST

Sports

Latest News

ଉମରକୋଟ(ଓଡ଼ିଶା ରିପୋର୍ଟର): ବାହାଘର ଭୋଜିଖାଇ ଫେରିଲା ବେଳେ ୪ ଜଣଙ୍କୁ ଅପହରଣ। ଅପହୃତଙ୍କ ମଧ୍ୟରେ ରାଇଘର ତହସିଲ ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ଶାଳକଙ୍କ ପତ୍ନୀ ରହିଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ କାଙ୍କେର କତୁଆଲି ଥାନାରେ ଏତଲା ଦିଆଯାଇଛି।

ଅଭିଯୋଗ ମୁତାବକ ଗତକାଲି ରାତି ୧୦.୧୦ ସମୟରେ ସେମାନେ ଛତିଶଗଡ଼ କାଙ୍କେରରୁ ଏକ ବିବାହ ଉତ୍ସବରେ ଭୋଜି ଖାଇ କୋଣ୍ଡାଗାଁ ଗୋଟିଏ କାର୍‌ରେ ଫେରୁଥିଲେ। ହେଲେ କେହିବି ଘରେ ପହଞ୍ଚି ନ ଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ଫୋନ୍ ଲଗାଇଥିଲେ। ସେମାନଙ୍କ ଫୋନ୍ ସୁଇଚ୍ ଅଫ୍ ଆସିଥିଲା। ତେଣୁ ଫେରିବା ବାଟରେ ତାଙ୍କୁ ଅପହରଣ କରାଯାଇଥିବା ସମ୍ପର୍କିୟମାନେ ସନ୍ଦେହ କରି ଏତଲା ଦେଇଛନ୍ତି। ଏତଲା ପାଇବା ପରେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି। ତେବେ ସେମାନଙ୍କୁ କାହିଁକି ଅପହରଣ କରାଯାଇଛି ଓ ଛାଡ଼ିବା ନିମନ୍ତେ ଅପହରଣକାରୀ ଦୁର୍ବୃତ୍ତମାନେ କ’ଣ ସର୍ତ୍ତ ରଖିଛନ୍ତି ତାହା ଜଣାପଡ଼ିନି। ପୁଲିସ ପକ୍ଷରୁ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି।

ତେବେ ଏହି ଘଟଣା ପରେ ସପନଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ତାଙ୍କ ଫେରିବା ବାଟକୁ ସମସ୍ତେ ଚାହିଁ ବସିଛନ୍ତି। ଅନେକ ସମ୍ପର୍କିୟ ଥାନା ନିକଟରେ ମଧ୍ୟ ଡେରା ପକାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story