ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪ ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂତନ ୧୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ  ୪ ଜଣ ଅଛନ୍ତି। ଭୁବନେଶ୍ୱର ମହାନିଗର ନିଗମ(ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। Update on newly detected #COVID19 cases in the last 24 hrs under BMC area on 9th Jun 2020(till 9am). Further contact tracing is still continuing. Primary contacts & nearby houses are being quarantined, […]

bbsr--1-1

bbsr--1-1

Niharika Rout
  • Published: Tuesday, 09 June 2020
  • Updated: 09 June 2020, 02:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂତନ ୧୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ  ୪ ଜଣ ଅଛନ୍ତି। ଭୁବନେଶ୍ୱର ମହାନିଗର ନିଗମ(ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ୪ ଜଣଙ୍କ ମଧ୍ୟରୁ ୩ ଯୁବକ ଓ ଜଣେ ଯୁବତୀ । ଆକ୍ରାନ୍ତ ସମସ୍ତ ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆକ୍ରାନ୍ତ ଚନ୍ଦ୍ରଶେଖରପୁରର ୨୮ ବର୍ଷୀୟ ଯୁବକ ହାଇଦ୍ରାବାଦରୁ ଫେରିଥିଲେ । ଏହାବ୍ୟତୀତ ଡୁମୁଡୁମାର ୨୯ ବର୍ଷୀୟ ଆକ୍ରାନ୍ତ ଯୁବକ ଦିଲ୍ଲୀରୁ ଫେରିଥିଲେ । ଅନ୍ୟ ୨ ଜଣ ପଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି।  ସେମାନଙ୍କ ମଧ୍ୟରେ ଜଣେ ୩୪ ବର୍ଷୀୟ ପୁରୁଷ ଓ ୨୬ ବର୍ଷୀୟା ମହିଳା ଅଛନ୍ତି। ସେମାନେ ଦିଲ୍ଲୀରୁ ଫେରିଥିଲେ। ପଟିଆରୁ ଚିହ୍ନଟ ଉଭୟ ଆକ୍ରାନ୍ତ ଗୋଟିଏ ପରିବାରର  ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩୭ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ ୨୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୬ ଜଣ ସୁସ୍ଥ ହୋଇ ସାରିଛନ୍ତି। ୧୨୫ ଜଣ ଚିକିତ୍ସାଧୀନ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ତେବେ କରୋନା ଯୋଗୁ ତାଙ୍କ ମୃତ୍ୟୁ ଘଟିନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story