ଦୁଇଜଣରୁ ଅଧିକ ସନ୍ତାନ ଥିବାରୁ ୪ସରପଞ୍ଚଙ୍କ ସଭ୍ୟପଦ ରଦ୍ଦ

Ordigital Desk
  • Published: Thursday, 16 November 2017
  • , Updated: 16 November 2017, 12:20 PM IST
<p>ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ୪ଟି ପଞ୍ଚାୟତର ସରପଞ୍ଚଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ଜିଲ୍ଲାପାଳ। ଦୁଇଜଣରୁ ଅଧିକ ସନ୍ତାନ ଥିବା ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ କରି ଜିଲ୍ଲାପାଳ ଏହି &nbsp;ନିଷ୍ପତ୍ତି ଶୁଣାଇଛନ୍ତି। ଏହି ୪ ସରପଞ୍ଚ ହେଲେ ଗୋନା ପଞ୍ଚାୟତର ସରପଞ୍ଚ ଦେଓନାଥ ଗଣ୍ଡ, ନାକଟିସତମୋଡ଼ ସରପଞ୍ଚ କୁଲେ ଗଣ୍ଡ, ଜଲଙ୍ଗପାରା ପଞ୍ଚାୟତର ସରପଞ୍ଚ କମଳା ଗଣ୍ଡ ଏବଂ ହାତି ଗାଁ ସରପଞ୍ଚ ପାରୋବାଇ ଗଣ୍ଡ।</p>

Related story