‘ରାଉରକେଲା ସରକାରୀ ହସ୍ପଟାଲ ବେଡ୍ ସଂଖ୍ୟା ୪୦୦କୁ ବଢ଼ିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋ ସରକାର ଟିମର ଗସ୍ତ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩ଟି ଜିଲ୍ଲା ହସ୍ପିଟାଲରେ ଭିତ୍ତିଭୂମି ସୁବିଧା ବୃଦ୍ଧି ସହ ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ)ର ବେଡ୍ ସଂଖାକୁ ୪୦୦କୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରେସ୍ ରିଲିଜ ଅନୁସାରେ ରାଉରକେଲା ସରକାରୀ ହସ୍ପିଟାଲର ବେଡ୍ ସଂଖ୍ୟାକୁ ୪୦୦କୁ ବୃଦ୍ଧି କରାଯିବ। ରୋଗୀଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ରୋଗୀ କଲ୍ୟାଣ ସମିତିକୁ ୧୫ଲକ୍ଷ ଟଙ୍କା ଅନୁଦାନ […]

c-9087

c-9087

Tapas Behera
  • Published: Monday, 28 October 2019
  • Updated: 28 October 2019, 07:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋ ସରକାର ଟିମର ଗସ୍ତ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩ଟି ଜିଲ୍ଲା ହସ୍ପିଟାଲରେ ଭିତ୍ତିଭୂମି ସୁବିଧା ବୃଦ୍ଧି ସହ ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ)ର ବେଡ୍ ସଂଖାକୁ ୪୦୦କୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରେସ୍ ରିଲିଜ ଅନୁସାରେ ରାଉରକେଲା ସରକାରୀ ହସ୍ପିଟାଲର ବେଡ୍ ସଂଖ୍ୟାକୁ ୪୦୦କୁ ବୃଦ୍ଧି କରାଯିବ। ରୋଗୀଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ରୋଗୀ କଲ୍ୟାଣ ସମିତିକୁ ୧୫ଲକ୍ଷ ଟଙ୍କା ଅନୁଦାନ ଓ ରକ୍ତଦାନ ଶିବିରକୁ ପ୍ରୋତ୍ସାହନ ନିମନ୍ତେ ରାଉରକେଲା ପୁଲିସ ଏସପିଙ୍କୁ ୧୦ଲକ୍ଷ ଟଙ୍କା ଅନୁଦାନ ଦେବାକୁ ନିଷ୍ପତ୍ତି ହୋଇଛି।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଭିତ୍ତିଭୂମି ସମସ୍ୟାକୁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇ ଦୂର କରାଯିବ। ଏଥିରେ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସ ଓ ରୋଗୀଙ୍କ ସହାୟକଙ୍କ ପାଇଁ ରହଣୀସ୍ଥଳୀ ମଧ୍ୟ ସାମିଲ ଅଛି। ସେହିପରି ରକ୍ତଦାନ ଶିବିରକୁ ପ୍ରୋତ୍ସାହନ ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲା ଏସପିଙ୍କୁ ୧୦ଲକ୍ଷ ଟଙ୍କାର ଅନୁଦାନ ଦିଆଯିବ। ଜିଲ୍ଲା ହସ୍ପିଟାଲକୁ ୨ଟି ଆମ୍ବୁଲାନ୍ସ ଓ ୨ଟି ମହାପ୍ରୟାଣ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ। ସେହିପରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଭିତ୍ତିଭୂମି ସମସ୍ୟାକୁ ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ଦୂର କରାଯିବ।

ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଭିତ୍ତିଭୂମି ସମସ୍ୟାକୁ ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ଦୂର କରାଯିବ। ଏହାସହିତ ରୋଗୀଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ରକ୍ତଦାନ ଶିବିରକୁ ପ୍ରୋତ୍ସାହିତ ନିମନ୍ତେ ମୟୂରଭଞ୍ଜ ଏସପିଙ୍କୁ ୧୦ଲକ୍ଷ ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story