ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ୪୧୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୬୭୧୧୧ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ଏହି ସୂଚନା ଦେଇଛି। ଆଜି ରାଜ୍ୟରେ ଅନୁଗୋଳରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୬୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୫୨୧, ଖୋର୍ଦ୍ଧାରୁ ୪୯୮, ନୂଆପଡ଼ାରୁ ୪୪୫, […]

Corona

Corona

Ranjit Kumar Jena
  • Published: Monday, 26 April 2021
  • Updated: 26 April 2021, 08:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ୪୧୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୬୭୧୧୧ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ଏହି ସୂଚନା ଦେଇଛି।

ଆଜି ରାଜ୍ୟରେ ଅନୁଗୋଳରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୬୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୫୨୧, ଖୋର୍ଦ୍ଧାରୁ ୪୯୮, ନୂଆପଡ଼ାରୁ ୪୪୫, ଝାରସୁଗୁଡ଼ାରୁ ୨୦୧, କେନ୍ଦୁଝରରୁ ୧୭୭, କଟକରୁ ୧୫୨, ବରଗଡ଼ରୁ ୧୪୮, ସମ୍ବଲପୁରରୁ ୧୪୮, ପୁରୀରୁ ୧୪୩, ଗଞ୍ଜାମରୁ ୧୨୬ ଓ ମୟୂରଭଞ୍ଜରୂ ୧୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟରେ ବଲାଙ୍ଗିରରୁ ୯୩, ନବରଙ୍ଗପୁରରୁ ୮୭, ବାଲେଶ୍ୱରରୁ ୮୧, ଯାଜପୁରରୁ ୬୧, କଳାହାଣ୍ଡିରୁ ୫୬, ରାୟଗଡ଼ାରୁ ୫୨, ଭଦ୍ରକରୁ ୫୦, ଜଗତସିଂହପୁରରୁ ୫୦, ଗଜପତିରୁ ୪୫, ନୟାଗଡ଼ରୁ ୪୫, ଢେଙ୍କାନାଳରୁ ୩୯, ଦେବଗଡ଼ରୁ ୨୮, କୋରାପୁଟରୁ ୨୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୧୫, ମାଲକାନଗିରିରୁ ୪, ସୋନପୁରରୁ ୩, ଷ୍ଟେଟ୍ ପୁଲରୁ ୧୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

https://twitter.com/HFWOdisha/status/1386668352110665730?s=20

https://twitter.com/HFWOdisha/status/1386668356376305668?s=20

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୫୯୯ଟି କରୋନାର ନୂଆ ମାମଲା ସାମନାକୁ ଆସିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୮୨୭ ଓ ୨୭୭୨ଟି ଲୋକାଲ୍‌ କେସ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story