ଲକ୍‌ଡାଉନରେ ଚଳାଇଥିଲେ ମଦ କାରବାର, ବନ୍ଧା ହେଲେ ୪୩ ଜଣ

ଅନୁଗୋଳ ( ବିରଜା ପ୍ରସାଦ ଦାଶ):ଅନୁଗୋଳ ସହର ଉପକଣ୍ଠ କରଡାଗାଡିଆରେ ଥିବା ମଦ ଭାଟି ଉପରେ ପୁଲିସ୍‌ ଚଢ଼ଉ କରି  ୪୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଦ ବ୍ୟବସାୟୀ ବିକ୍ରମ ସାହୁ, ତାଙ୍କର ୧୨ ଜଣ କର୍ମଚାରୀ ଏବଂ କାରବାରରେ ସମ୍ପୃକ୍ତ ୩୦ ଜଣ ବ୍ୟବସାୟୀ।  ଚଢଉ ସମୟରେ ପୁଲିସ୍‌ ୪ହଜାର ୪୪୦ ଲିଟର ମଦ ସହ ୬ ହଜାର ଲିଟର ପାଉଚ୍‌ ଜବତ କରିଛି। ସେମାନଙ୍କ ନିକଟରୁ ୧୮ ଟି ବାଇକ, […]

hjjjjjjjjjjjj

hjjjjjjjjjjjj

Tapaswini Nayak
  • Published: Saturday, 25 April 2020
  • Updated: 25 April 2020, 10:59 AM IST

Sports

Latest News

ଅନୁଗୋଳ ( ବିରଜା ପ୍ରସାଦ ଦାଶ):ଅନୁଗୋଳ ସହର ଉପକଣ୍ଠ କରଡାଗାଡିଆରେ ଥିବା ମଦ ଭାଟି ଉପରେ ପୁଲିସ୍‌ ଚଢ଼ଉ କରି  ୪୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଦ ବ୍ୟବସାୟୀ ବିକ୍ରମ ସାହୁ, ତାଙ୍କର ୧୨ ଜଣ କର୍ମଚାରୀ ଏବଂ କାରବାରରେ ସମ୍ପୃକ୍ତ ୩୦ ଜଣ ବ୍ୟବସାୟୀ। 

ଚଢଉ ସମୟରେ ପୁଲିସ୍‌ ୪ହଜାର ୪୪୦ ଲିଟର ମଦ ସହ ୬ ହଜାର ଲିଟର ପାଉଚ୍‌ ଜବତ କରିଛି। ସେମାନଙ୍କ ନିକଟରୁ ୧୮ ଟି ବାଇକ, ୨୧ ଟି ମୋବାଇଲ ଫୋନ, ଗୋଟିଏ ଅଟୋ ଓ ଗୋଟିଏ କାର୍‌ ଜବତ କରିଛି। 

 ମିଳିଥିବା ସୂଚନା ଅନୁସାରେ,   ଅନୁଗୋଳ ସହର ଉପକଣ୍ଠ କରଡାଗାଡିଆରେ ମଦ କାରବାର ହେଉଥିବା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ଏକ ଦେଶୀ ମଦଭାଟି ଉପରେ ପୁଲିସ୍‌ ଚଢାଉ କରିଥିଲା। ଲକ୍‌ଡାଉନ୍‌କୁ ନେଇ କଟକଣା ଜାରି ହୋଇଥିବା ସତ୍ତ୍ୱେ ମଦ କାରବାର ଚଲାଇଥିବାରୁ ପୁଲିସ୍‌ ଚଢାଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story