ବଡ଼ଧରଣର ଅଦଳବଦଳ: ୪୮ ଓଏଏସ ଅଫିସରଙ୍କ ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ ୪୮ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିଛନ୍ତି। ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଅଧିକାଂଶ ଜିଲ୍ଲାର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ପରିବର୍ତ୍ତନ କରିଛନ୍ତି। ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଓଏଏସ୍ ଅଫିସର ଅଶୋକ କୁମାର ନାଏକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ […]

secretariatodisha

secretariatodisha

Manoranjan Sial
  • Published: Friday, 26 July 2019
  • Updated: 26 July 2019, 07:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ ୪୮ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିଛନ୍ତି। ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଅଧିକାଂଶ ଜିଲ୍ଲାର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ପରିବର୍ତ୍ତନ କରିଛନ୍ତି। ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବରିଷ୍ଠ ଓଏଏସ୍ ଅଫିସର ଅଶୋକ କୁମାର ନାଏକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ଶରତ ଚନ୍ଦ୍ର ମିଶ୍ରଙ୍କୁ ଭୁବନେଶ୍ୱରସ୍ଥିତ ବନ୍ଦୋବସ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଆୟୁଷ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍ ବ୍ରତତୀ ହରିଚନ୍ଦନଙ୍କୁ ଏସଏସ୍ଇପିଡି ନିର୍ଦ୍ଦେଶକ, ମଧୁସୂଦନ ମିଶ୍ର-୨ଙ୍କୁ ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ, ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, ଅବନୀକାନ୍ତ ପଟ୍ଟନାୟକ-୨ଙ୍କୁ ବିଏମସି ଯୁଗ୍ମ କମିଶନର, ଡଃ ଚିତ୍ରସେନ୍ ପଶାୟତଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ସଚିବ, ସୁଦାମ ଚରଣ ମର୍ଡଳଙ୍କୁ ଗଞ୍ଜାମ ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବିମଳେନ୍ଦୁ ରାୟଙ୍କୁ ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ, ପ୍ରତାପ କୁମାର ମିଶ୍ରଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ, ପ୍ରବୀର କୁମାର ନାୟକଙ୍କୁ କୋରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ରାମଚନ୍ଦ୍ର ଜେନାଙ୍କୁ ବାଲେଶ୍ୱର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଭଦ୍ରକ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସୁବାସ ଚନ୍ଦ୍ର ରାୟଙ୍କୁ ନୟାଗଡ଼ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ,ଭବେଶ କୁମାର ନାୟକଙ୍କୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ, ଅନାମ ଚରଣ ପାତ୍ରଙ୍କୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ, କରୁଣାକର ରାଇକାଙ୍କୁ ରାୟଗଡ଼ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବିଶ୍ୱରଞ୍ଜନ ରଥଙ୍କୁ ବଲାଙ୍ଗୀର ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଅବିନାଶ ରାଉତଙ୍କୁ କଟକ ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

ସେହିପରି ସଚିଦାନନ୍ଦନ ନାୟକଙ୍କୁ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରଶାସନିକ ଅଫିସର, ସବ୍ୟସାଚୀ ହୋତାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଆଲଟମେଣ୍ଟ ଅଫିସର, ଚିତ୍ରସେନ ରାଉତଙ୍କୁ ପୂର୍ତ୍ତ ବିଭାଗର ଉପସଚିବ, ଦିଲ୍ଲୀପ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମୋ’ ସ୍କୁଲ କାର୍ଯ୍ୟକ୍ରମର ଓଏସଡି, ରମେଶ ଚନ୍ଦ୍ର ସେଠୀଙ୍କୁ ଓଡ଼ିଶା ଖଣି ନିଗମର ସ୍ପେଶାଲ ଅଫିସର, ଶୈଳେନ୍ଦ୍ର କୁମାର ଜେନାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଉପସଚିବ, ତ୍ରିଲୋଚନ ମହାନ୍ତିଙ୍କୁ ଖୋର୍ଦ୍ଧା ତହସିଲଦାର, ସଞ୍ଜୟ କୁମାର ମିଶ୍ରଙ୍କୁ ବଲାଙ୍ଗୀର ଉପଜିଲ୍ଲାପାଳ, ସୁମିତା ସିଂଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଉପସଚିବ, ଆଶୀଷ କୁମାର ଜେନାଙ୍କୁ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଆରଓଟିଆଇ)ର ଅତିରିକ୍ତ ନିର୍ଦ୍ଦେଶକ, ପ୍ରଦୀପ ଡାଙ୍ଗଙ୍କୁ ବଣାଇ ଉପଜିଲ୍ଲାପାଳ, ମନୋରମା ଭୂୟାଁଙ୍କୁ ଭଦ୍ରକ ଅତିରିକ୍ତ ଉପଜିଲ୍ଲାପାଳ , ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ଭଦ୍ରକ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ରବିନାରାୟଣ ତ୍ରିପାଠୀଙ୍କୁ ଗଞ୍ଜାମ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ହେମନ୍ତ କୁମାର ବିହାରୀଙ୍କୁ ପୁରୀ ମ୍ୟୁନିସପାଲଟିର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଡଃ ରଜନୀକାନ୍ତ ବିଶ୍ୱାଳଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ, ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର, ପ୍ରଭାତ ଚନ୍ଦ୍ର ଦଣ୍ଡସେନାଙ୍କୁ ବରଗଡ଼ ଉପଜିଲ୍ଲାପାଳ, ସୋମନାଥ ପ୍ରଧାନଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ, ରାମଚନ୍ଦ୍ର କିସକୁଙ୍କୁ କେନ୍ଦୁଝର ଉପଜିଲ୍ଲାପାଳ, ଭାସ୍କର ରାଇତୋଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ଦୀନକୃଷ୍ଣ କରଙ୍କୁ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଓଏସଡି ଭାବେ ବଦଳି କରାଯାଇଛି।

ସେହିପରି ପ୍ରାଚୀ ମହାପାତ୍ରଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଉପସଚିବ, ଉଦୟ କୁମାର ମହାପାତ୍ରଙ୍କୁ ହିନ୍ଦୋଳ ଉପଜିଲ୍ଲାପାଳ, ଲଲାଟେନ୍ଦୁ ସାହୁଙ୍କୁ ପୁରୀ-କୋଣାର୍କ ଉନ୍ନୟନ ପ୍ରାଧିକରଣର ସଚିବ, ଅଶୋକ କୁମାର ମହାନ୍ତି ଓ ରବିନାରାୟଣ ଜେଠୀଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story