୩୪ ଓହରିଲେ, ମଇଦାନରେ ୪୯୫ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୯ ଲୋକସଭା ଓ ୬୩ଟି ବିଧାନସଭା ଆସନରେ ମୋଟ ୪୯୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ପ୍ରାର୍ଥୀମାନେ ଏପ୍ରିଲ ୧୧ ଓ ୧୮ତାରିଖରେ ହେବାକୁ ଥିବା ଭୋଟ୍ ପାଇଁ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ନାମାଙ୍କନ ପତ୍ର ଯାଞ୍ଚ ପରେ କାଏମ ରହିଥିବା ପ୍ରାର୍ଥୀପତ୍ର ମଧ୍ୟରୁ ମୋଟ ୩୪ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଏଥିରେ ୩୦ଜଣ ବିଧାନସଭା […]

Dharmendra-asks-chief-minister-to-come-clean-on-his-role-in-coal-block-allotment-scam11

Manoranjan Sial
  • Published: Friday, 29 March 2019
  • Updated: 29 March 2019, 10:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୯ ଲୋକସଭା ଓ ୬୩ଟି ବିଧାନସଭା ଆସନରେ ମୋଟ ୪୯୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ପ୍ରାର୍ଥୀମାନେ ଏପ୍ରିଲ ୧୧ ଓ ୧୮ତାରିଖରେ ହେବାକୁ ଥିବା ଭୋଟ୍ ପାଇଁ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ନାମାଙ୍କନ ପତ୍ର ଯାଞ୍ଚ ପରେ କାଏମ ରହିଥିବା ପ୍ରାର୍ଥୀପତ୍ର ମଧ୍ୟରୁ ମୋଟ ୩୪ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଏଥିରେ ୩୦ଜଣ ବିଧାନସଭା ଓ ୪ଜଣ ଲୋକସଭା ପ୍ରାର୍ଥୀ ଅଛନ୍ତି।

ନିର୍ବାଚନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଆସନ ପାଇଁ ୨୯ଜଣ ଓ ୨୮ ବିଧାନସଭା ଆସନ ନିମନ୍ତେ ୨୩୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ଯାଞ୍ଚ ବେଳେ ବିଧାନସଭାର ୩୬ଟି ନାମାଙ୍କନ ପତ୍ର ଓ ଲୋକସଭାର ଗୋଟିଏ ନାମାଙ୍କନ ପତ୍ର ରଦ୍ଦ ହୋଇଥିଲା। କାଏମ ଥିବା ବିଧାନସଭାର ୨୦୩ ଜଣଙ୍କ ନାମାଙ୍କନ ପତ୍ର ମଧ୍ୟରୁ ୧୩ଜଣ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ଏବେ ୧୯୦ଜଣ ପ୍ରାର୍ଥୀ ବିଧାନସଭା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଅନୁରୂପ ଭାବେ କାଏମ ଥିବା ୨୮ଜଣଙ୍କ ପ୍ରାର୍ଥୀପତ୍ର ମଧ୍ୟରୁ ୨ଜଣ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ୨୬ଜଣ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ ଲୋକସଭା ଆସନ ପାଇଁ ୪୫ଜଣ ଓ ୩୫ ବିଧାନସଭା ଆସନ ନିମନ୍ତେ ୨୯୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ଯାଞ୍ଚ ବେଳେ ବିଧାନସଭାର ୩୮ଜଣଙ୍କ ନାମାଙ୍କନ ପତ୍ର ଓ ଲୋକସଭାର ୮ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଥିଲା। କାଏମ ଥିବା ବିଧାନସଭାର ୨୬୧ଜଣଙ୍କ ନାମାଙ୍କନ ପତ୍ର ମଧ୍ୟରୁ ୧୭ଜଣ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ଏବେ ୨୪୪ଜଣ ପ୍ରାର୍ଥୀ ବିଧାନସଭା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଅନୁରୂପ ଭାବେ କାଏମ ଥିବା ୩୭ଜଣଙ୍କ ପ୍ରାର୍ଥୀପତ୍ର ମଧ୍ୟରୁ ୨ଜଣ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ୩୫ଜଣ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story