ପୋଲିସ୍‌କୁ ଆକ୍ରମଣ କରି ୫ ଗିରଫ

<p>ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ କୁମାରପୁର ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଁର ୫ଜଣଙ୍କୁ &nbsp;ପୋଲିସ୍&zwnj; ଗିରଫ କରିବା ନେଇ ଏହି ଉତ୍ତେଜନା &nbsp;ପ୍ରକାଶ ପାଇଛି। କୌଣସି &nbsp;ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ନେଇ ଗାଁରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।</p> <p>ଗତକାଲି ଜଣେ ଅଭିଯୁକ୍ତକୁ ଧରିବାକୁ ପୋଲିସ ଏହି ଗାଁକୁ ଯାଇଥିଲା। ହେଲେ ଗାଁ ଲୋକେ ପୋଲିସ୍&zwnj; ଉପରକୁ &zwnj;ଆକ୍ରମଣ କରିଥିଲେ।&nbsp; ପରେ ଅଧିକ ପୋଲିସ ଯାଇ ଗାଁର ୫ ଜଣଙ୍କୁ ଗିରଫ କରିଥିଲେ। ଏହାପରଠୁ&nbsp; ସେଠାରେ ଉତ୍ତେଜନା ଲାଗି ରହିଛି। ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।</p>

Ordigital Desk
  • Published: Thursday, 16 November 2017
  • Updated: 16 November 2017, 12:34 PM IST

Sports

Latest News

<p>ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ କୁମାରପୁର ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଁର ୫ଜଣଙ୍କୁ &nbsp;ପୋଲିସ୍&zwnj; ଗିରଫ କରିବା ନେଇ ଏହି ଉତ୍ତେଜନା &nbsp;ପ୍ରକାଶ ପାଇଛି। କୌଣସି &nbsp;ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ନେଇ ଗାଁରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।</p><p>ଗତକାଲି ଜଣେ ଅଭିଯୁକ୍ତକୁ ଧରିବାକୁ ପୋଲିସ ଏହି ଗାଁକୁ ଯାଇଥିଲା। ହେଲେ ଗାଁ ଲୋକେ ପୋଲିସ୍&zwnj; ଉପରକୁ &zwnj;ଆକ୍ରମଣ କରିଥିଲେ।&nbsp; ପରେ ଅଧିକ ପୋଲିସ ଯାଇ ଗାଁର ୫ ଜଣଙ୍କୁ ଗିରଫ କରିଥିଲେ। ଏହାପରଠୁ&nbsp; ସେଠାରେ ଉତ୍ତେଜନା ଲାଗି ରହିଛି। ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos