ପୋଲିସ୍‌କୁ ଆକ୍ରମଣ କରି ୫ ଗିରଫ

Ordigital Desk
  • Published: Thursday, 16 November 2017
  • , Updated: 16 November 2017, 12:34 PM IST
<p>ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ କୁମାରପୁର ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଁର ୫ଜଣଙ୍କୁ &nbsp;ପୋଲିସ୍&zwnj; ଗିରଫ କରିବା ନେଇ ଏହି ଉତ୍ତେଜନା &nbsp;ପ୍ରକାଶ ପାଇଛି। କୌଣସି &nbsp;ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ନେଇ ଗାଁରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।</p> <p>ଗତକାଲି ଜଣେ ଅଭିଯୁକ୍ତକୁ ଧରିବାକୁ ପୋଲିସ ଏହି ଗାଁକୁ ଯାଇଥିଲା। ହେଲେ ଗାଁ ଲୋକେ ପୋଲିସ୍&zwnj; ଉପରକୁ &zwnj;ଆକ୍ରମଣ କରିଥିଲେ।&nbsp; ପରେ ଅଧିକ ପୋଲିସ ଯାଇ ଗାଁର ୫ ଜଣଙ୍କୁ ଗିରଫ କରିଥିଲେ। ଏହାପରଠୁ&nbsp; ସେଠାରେ ଉତ୍ତେଜନା ଲାଗି ରହିଛି। ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।</p>

Related story