ଏଥର ତପନକୁ ଆଉ ପାରିଲେନି, ନାମ ନେଲେ ୫ ପୁଲିସ ଅଧିକାରୀ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୁଲିସ୍‌କୁ ଚକମା ଦେଇ  ଜଣେ ବିଚରାଧୀନ କଏଦୀ ଫେରାର୍ ହେବା ଘଟଣାରେ ନୟାଗଡ଼ ଏସ୍‌ପି କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ହାବିଲଦାର ସମେତ ୫ ଜଣ ପୁଲିସ୍‌ କର୍ମୀଙ୍କୁ ନିଲମ୍ୱନ କରିଛନ୍ତି। ଫେରାର୍ ହୋଇଥିବା ବିଚାରଧୀନ କଏଦୀର ନାଁ ତପନ ରାଉତ। ତା’ ଘର ଫତେଗଡ଼ ଥାନା ଅନ୍ତର୍ଗତ କରବର ଗାଁ ହାଡୁଆସାହିରେ ବୋଲି ଜଣାପଡ଼ିଛି । ଗତ ୯ ତାରିଖରେ ତପନକୁ ଏକ ଭ୍ୟାନ୍‌ରେ ଖଣ୍ଡପଡ଼ା ସବ୍‌ଜେଲରୁ ଭାପୁର କୋର୍ଟକୁ ନେବାବେଳେ ସେ ଖସି […]

cgg

cgg

Jyoshna Pradhan
  • Published: Sunday, 11 August 2019
  • Updated: 11 August 2019, 04:07 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୁଲିସ୍‌କୁ ଚକମା ଦେଇ  ଜଣେ ବିଚରାଧୀନ କଏଦୀ ଫେରାର୍ ହେବା ଘଟଣାରେ ନୟାଗଡ଼ ଏସ୍‌ପି କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ହାବିଲଦାର ସମେତ ୫ ଜଣ ପୁଲିସ୍‌ କର୍ମୀଙ୍କୁ ନିଲମ୍ୱନ କରିଛନ୍ତି। ଫେରାର୍ ହୋଇଥିବା ବିଚାରଧୀନ କଏଦୀର ନାଁ ତପନ ରାଉତ। ତା' ଘର ଫତେଗଡ଼ ଥାନା ଅନ୍ତର୍ଗତ କରବର ଗାଁ ହାଡୁଆସାହିରେ ବୋଲି ଜଣାପଡ଼ିଛି ।

ଗତ ୯ ତାରିଖରେ ତପନକୁ ଏକ ଭ୍ୟାନ୍‌ରେ ଖଣ୍ଡପଡ଼ା ସବ୍‌ଜେଲରୁ ଭାପୁର କୋର୍ଟକୁ ନେବାବେଳେ ସେ ଖସି ଦୌଡ଼ି ପଳାଇଥିଲା। ତେବେ ତପନ ପୂର୍ବରୁ ଦୁଇ ଦୁଇ ଥର  ଖଣ୍ଡପଡା ସବ-ଜେଲର ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଖସି ଯିବାକୁ ସକ୍ଷମ ହୋଇଥିଲା। ହେଲେ ଦୁଇ ଥର ସେ ଧରା ପଡିଯାଇଥିଲା। ଫତେଗଡ଼ ପୁଲିସ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତାକୁ ଗତ ମେ’ ମାସରେ କୋର୍ଟ ଚାଲାଣ କରିଥିଲା। ତେବେ ତା'ର ଜାମିନ ନାମଞ୍ଜୁର ହେବାରୁ ସେ ଖଣ୍ଡପଡ଼ା ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲା।  ଗତ ମେ’ ମାସ ୧୦ ତାରିଖ ଦିନ ତପନ ଜେଲ କର୍ମଚାରୀଙ୍କୁ ଚକମା ଦେଇ ଖସି ପଳାଇ ଥିଲା। ମାତ୍ର ଖଣ୍ଡପଡା ଏବଂ ଫତେଗଡ଼ ପୁଲିସ ମିଳିତ ଚଢ଼ଉ କରି ତାକୁ ମେ’ ୧୧ ତାରିଖ ଦିନ ଧରିଥିଲେ। ଏନେଇ ଖଣ୍ଡପଡା ଥାନାରେ ଏକ ମାମଲା ହୋଇଥିଲା। ଏଥିସହ ଏହି ମାମଲାରେ ଜଣେ ଜେଲ କର୍ମଚାରୀ ନିଲମ୍ବନ ହୋଇଥିଲେ।

ସେହିପରି ପୁଣି ଗତ ଜୁଲାଇ ୩ ତାରିଖରେ ଜିଲ୍ଲା ଜଜ୍‌ ପରିଦର୍ଶନ କରିବାକୁ ଆସୁଥିବାରୁ ଜେଲ ଅନ୍ତେବାସୀମାନେ ସଫେଇ କରୁଥିବା ବେଳେ ଏହାର ସୁଯୋଗ ନେଇ ତପନ ପୁଣି ଥରେ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲା। ପୁଲିସ୍‌ ତାକୁ ତା’ ଗାଁ କରବର ନିକଟରୁ ଧରିଥିଲା। ଏହି ଘଟଣାରେ ମଧ୍ୟ ଜଣେ ଜେଲ ୱାର୍ଡର ନିଲମ୍ବନ ହୋଇଥିଲେ।

ତପନ ପୁଣି ତୃତୀୟ ଥର ପାଇଁ ପୁଲିସ୍‌କୁ ଚକମା ଦେଇ ଖସି ଯିବାରେ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story