ଝାଡ଼ାବାନ୍ତିରେ ୫୦ ଆକ୍ରାନ୍ତ, ସୋନପୁରର ସୁର୍ଜିମୁଣ୍ଡାରେ ହଇଚଇ

ବଲାଙ୍ଗୀର(ମନୋରଞ୍ଜନ ଯୋଶୀ): ନବରଙ୍ଗପୁରର କାଶୀପୁର ପରେ କୋରାପୁଟର ଦଶମନ୍ତପୁର, ଏହାପରେ ରାୟଗଡ଼ାର ଦଣ୍ଡାପୋଡ଼ା ଏବଂ ଏବେ ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସୁର୍ଜିମୁଣ୍ଡା ଗାଁରେ ଝଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ସୁର୍ଜିମୁଣ୍ଡା ଗାଁର ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ହଇଚଇ। ଗତ ୪ ଦିନ ହେଲା ଏହି ଗାଁର ଜଣଙ୍କ ପରେ ଜଣେ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରନ୍ତ ହେଉଥିଲେ। ଆଜି ହଠାତ ଗାଁର ୨୦ ଜଣଙ୍କ ଅବସ୍ଥା ଖରାପ ଆଡ଼କୁ ଗତି କରିଥିଲା। […]

rogi

rogi

Niranjan Mishra
  • Published: Monday, 25 July 2022
  • Updated: 25 July 2022, 09:15 PM IST

Sports

Latest News

ବଲାଙ୍ଗୀର(ମନୋରଞ୍ଜନ ଯୋଶୀ): ନବରଙ୍ଗପୁରର କାଶୀପୁର ପରେ କୋରାପୁଟର ଦଶମନ୍ତପୁର, ଏହାପରେ ରାୟଗଡ଼ାର ଦଣ୍ଡାପୋଡ଼ା ଏବଂ ଏବେ ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସୁର୍ଜିମୁଣ୍ଡା ଗାଁରେ ଝଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ସୁର୍ଜିମୁଣ୍ଡା ଗାଁର ୫୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ହଇଚଇ। ଗତ ୪ ଦିନ ହେଲା ଏହି ଗାଁର ଜଣଙ୍କ ପରେ ଜଣେ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରନ୍ତ ହେଉଥିଲେ।

ଆଜି ହଠାତ ଗାଁର ୨୦ ଜଣଙ୍କ ଅବସ୍ଥା ଖରାପ ଆଡ଼କୁ ଗତି କରିଥିଲା। ସମସ୍ତଙ୍କୁ ତରଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ଭିତରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲର ଡାଏରିଆ ୱାର୍ଡରେ ଭର୍ତ୍ତି କରାଯାଇଛି। ଅନ୍ୟ ୫ ଜଣ ତରଭା ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ମୁତାବକ, ଗାଁରେ ଥିବା ସପ୍ଲାଏ ପାଣିକୁ ପ୍ରଶାସନ ପକ୍ଷରୁ କୌଣସି କାରଣରୁ ବନ୍ଦ କରିଦିଆଯାଇଛି। ଯାହା ଫଳରେ ଗାଁ ଲୋକେ ଗତ କିଛି ଦିନ ହେବ ଏକ ଖୋଲା କୂଅର ପାଣି ବ୍ୟବହାର କରୁଛନ୍ତି। ଗାଁରେ ଝାଡ଼ିବାନ୍ତି ବ୍ୟାପିବା ପରେ କୂଅ ପାଣି ଦୂଷିତ ହୋଇଥିବା ସନ୍ଦେହ କରାଯାଉଛି।

ସେପଟେ ପାଣି ସମସ୍ୟା ନେଇ ପଂଚାୟତରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜଣାଇଥିଲେ ହେଁ କେହି ପଦକ୍ଷେପ ନେଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।  ଝାଡ଼ାବାନ୍ତି ବ୍ୟାପୀଥିବା ସତ୍ତ୍ୱେ ଏହି ଗାଁକୁ କୌଣସି ଡାକ୍ତରୀ ଟିମ ମଧ୍ୟ ଯାଇନଥିବା ଗ୍ରାମର ପ୍ରହଲ୍ଲାଦ ସାହୁ ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story