ଇଣ୍ଡିଆନ ଅଏଲ ଟର୍ମିନାଲରେ ଟ୍ୟାଙ୍କର ବନ୍ଦ

Ordigital Desk
  • Published: Thursday, 20 July 2017
  • , Updated: 20 July 2017, 12:30 PM IST
<p>ପାରାଦୀପ: ଜଣେ ଟ୍ୟାଙ୍କର ଡ୍ରାଇଭରଙ୍କୁ ଛଟେଇ ପ୍ରତିବାଦରେ ପାରାଦୀପରେ ଇଣ୍ଡିଆନ ଅଏଲ ଟର୍ମିନାଲରେ ଶତାଧିକ ଟ୍ୟାଙ୍କର ଡ୍ରାଇଭର କାମ ଛାଡ଼ି ଧାରଣାରେ ବସିଛନ୍ତି।</p> <p>ଛଟେଇ ଡ୍ରାଇଭରଙ୍କୁ ପୁନଃ ନିଯୁକ୍ତି ଦିଆଯିବା ଦାବିରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ପ୍ରାୟ ୫୦୦ରୁ ଅଧିକ ଟ୍ୟାଙ୍କର ଚଳାଚଳ ଠପ୍ ହୋଇଯାଇଛି। ଟ୍ୟାଙ୍କର ବନ୍ଦ ଥିବାରୁ ରାଜ୍ୟକୁ ତୈଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି।</p>

Related story