‘ରଥ ଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର ହେବ କୋଭିଡ୍ ଟେଷ୍ଟ’

ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲି ଆୟୋଜିତ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ସାମିଲ ପୁଲିସ୍‌ କର୍ମଚାରୀଙ୍କର ଆଜି ଚାଲିଛି କରୋନା ଟେଷ୍ଟ। କେବଳ ପୁଲିସ୍‌ ନୁହନ୍ତି ରଥ ଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ସଫେଇ କର୍ମଚାରୀଙ୍କର ବି ହେବ କୋଭିଡ ଟେଷ୍ଟ।ପୁରୀ ସର୍କିଟ ହାଉସରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରଥ ଯାତ୍ରାରେ ସାମିଲ ହୋଇଥିବା ୫ ହଜାର ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ […]

puri-3-1

puri-3-1

Niharika Rout
  • Published: Wednesday, 24 June 2020
  • Updated: 24 June 2020, 01:59 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲି ଆୟୋଜିତ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ସାମିଲ ପୁଲିସ୍‌ କର୍ମଚାରୀଙ୍କର ଆଜି ଚାଲିଛି କରୋନା ଟେଷ୍ଟ। କେବଳ ପୁଲିସ୍‌ ନୁହନ୍ତି ରଥ ଯାତ୍ରାରେ ସାମିଲ ସମସ୍ତ ସେବାୟତ ଓ ସଫେଇ କର୍ମଚାରୀଙ୍କର ବି ହେବ କୋଭିଡ ଟେଷ୍ଟ।ପୁରୀ ସର୍କିଟ ହାଉସରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରଥ ଯାତ୍ରାରେ ସାମିଲ ହୋଇଥିବା ୫ ହଜାର ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର।  ଯେଉଁମାନଙ୍କର ଟେଷ୍ଟ ନେଗେଟିଭ୍ ଆସିବ ସେମାନେ ହିଁ ରଥରେ ସାମିଲ ହେବେ। ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ କୋଭିଡ ଟେଷ୍ଟ ପ୍ରକ୍ରିୟା ସରିବ । ଅଢେଇ ହଜାର ସେବାୟତଙ୍କର କିନ୍ତୁ ୨ ରାଉଣ୍ଡ କୋଭିଡ୍ ଟେଷ୍ଟ ହେବ । ଏହାବ୍ୟତୀତ ସଂପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯିବ ବୋଲି କହିଛନ୍ତି  ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ  ସୁରେଶ ମହାପାତ୍ର ।

ଆଜି ଗୋପବନ୍ଧୁ ଆୟୁର୍ବେଦ କଲେଜରେ ପୁଲିସ୍‌ କର୍ମଚାରୀଙ୍କର ଆଜି ସାମ୍ପଲ ସଂଗ୍ରହ କରାଯାଉଛି। ପ୍ରାୟ ହଜାରେରୁ  ଅଧିକ ପୁଲିସ୍‌ କର୍ମଚାରୀଙ୍କର ଆଜି ସାମ୍ପଲ ସଂଗ୍ରହ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି।

ସୁପ୍ରିମକୋର୍ଟ ପୁରୀରେ କଟକଣାଯୁକ୍ତ ରଥଯାତ୍ରା ନିମନ୍ତେ ଅନୁମତି ଦେଇଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ। ଏପରି କିଛି ସମସ୍ୟା ଉପୁଜିଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ।

ଏହାକୁ ଆଖି ଆଗରେ ରଖି ରଥଯାତ୍ରା ସମୟରେ ମହାମାରୀ ସଂକ୍ରମଣକୁ ରୋକିବାକୁ ପୁରୀ ସର୍କିଟ ହାଉସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରଥ ଯାତ୍ରାରେ ସାମିଲ ସେବାୟତ ବ୍ୟତୀତ ପୁଲିସ୍‌, ସଫେଇ କର୍ମଚାରୀଙ୍କର ବି କୋଭିଡ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story