ରାଜଧାନୀରେ ଘର କଲାଣି କରୋନା, ଆଜି ପୁଣି ୫୦ ପାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରରୁ  ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୩୫, ଲୋକାଲ କଣ୍ଟାକ୍ଟ-୧୬, ସରକାରୀ ହସ୍ପିଟାଲର ଜଣେ ପୁରୁଷ, ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟ, ଚନ୍ଦ୍ରଶେଖରପୁର ୭ମ ବାଟାଲିଅନ ନିକଟରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ପୁରୁଷ, ଭରତପୁର ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। କଳିଙ୍ଗବିହାର ଅଞ୍ଚଳରୁ ୨ ମହିଳା ଲୋକାଲ କଣ୍ଟାରେ ପଜିଟିଭ ଜଣାପଡ଼ିଛି। ଖାରବେଳନଗରରୁ ଜଣେ ମହିଳା, […]

corona-kit

corona-kit

Tapas Behera
  • Published: Tuesday, 14 July 2020
  • Updated: 14 July 2020, 05:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରରୁ  ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୩୫, ଲୋକାଲ କଣ୍ଟାକ୍ଟ-୧୬, ସରକାରୀ ହସ୍ପିଟାଲର ଜଣେ ପୁରୁଷ, ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟ, ଚନ୍ଦ୍ରଶେଖରପୁର ୭ମ ବାଟାଲିଅନ ନିକଟରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ପୁରୁଷ, ଭରତପୁର ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। କଳିଙ୍ଗବିହାର ଅଞ୍ଚଳରୁ ୨ ମହିଳା ଲୋକାଲ କଣ୍ଟାରେ ପଜିଟିଭ ଜଣାପଡ଼ିଛି।

ଖାରବେଳନଗରରୁ ଜଣେ ମହିଳା, ଶାସ୍ତ୍ରୀନଗରରୁ ଜଣେ ପୁରୁଷ ଲୋକାଲ କେସ୍ ବୋଲି ଜଣାପଡ଼ିଛି। ୟୁନିଟ-୬ ଗଙ୍ଗନଗର ଅଞ୍ଚଳର ୨ ଯୁବକ ମଧ୍ୟ ଲୋକାଲ କଣ୍ଟା କେସ୍ ଯୋଗୁ ହୋଇଛି।

ଶାସ୍ତ୍ରୀନଗରର ଜଣେ ମହିଳା, ଝାରପଡ଼ାର ଜଣେ ଯୁବକ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି। ନୟାପଲ୍ଲୀର ଜଣେ ଯୁବତୀ ଓ ସଂପୃକ୍ତ ଅଞ୍ଚଳରୁ ଜଣେ ଯୁବକ ପଜିଟିଭ ଚିହ୍ନଟ। ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଏଯାଏଁ ଭୁବନେଶ୍ୱରରେ ୭୬୧ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୬୧ ଜଣ ସୁସ୍ଥ ହେଲେଣି। ୧୦ ଜଣଙ୍କର ମୃତ୍ୟୁ ଘଟିଲାଣି। ୩୯୭ ଟି କେଶ୍ ଆକ୍ଟିଭ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story