ନିଶା ମେଡିସିନ୍ ସହ ବିକୁଥିଲେ ବ୍ରାଉନ୍ ସୁଗର୍, ୬ ଗିରଫ

କଟକ (ଓଡ଼ିଶା ରିପୋର୍ଟର): କଟକରେ  ପ୍ରତିଦିନ ନକଲୀ ଖାଦ୍ୟ ସାମଗ୍ରୀ ବିକ୍ରି ସମସ୍ତଙ୍କୁ ଚିନ୍ତାରେ ପକାଇଛି। କିନ୍ତୁ ଆଜି ଏହି ରୌପ୍ୟ ନଗରୀରେ ବ୍ରାଉନ୍ ସୁଗର ବିକ୍ରି ମାମଲା ସାମ୍ନାକୁ ଆସିଛି। କଟକରେ ପ୍ରାୟ ୨୫୦ ଗ୍ରାମର ବ୍ରାଉନ ସୁଗର୍ ପୁଲିସ୍ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ। ଏହି ମାମଲାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୩ଜଣ ବେପାରୀ ରହିଥିବା ବେଳେ ୨ଜଣ ମେଡିସିନ୍ ଦୋକାନୀ ଏବଂ […]

brown-sugar

brown-sugar

Ranjit Kumar Jena
  • Published: Thursday, 24 December 2020
  • Updated: 24 December 2020, 04:08 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକରେ  ପ୍ରତିଦିନ ନକଲୀ ଖାଦ୍ୟ ସାମଗ୍ରୀ ବିକ୍ରି ସମସ୍ତଙ୍କୁ ଚିନ୍ତାରେ ପକାଇଛି। କିନ୍ତୁ ଆଜି ଏହି ରୌପ୍ୟ ନଗରୀରେ ବ୍ରାଉନ୍ ସୁଗର ବିକ୍ରି ମାମଲା ସାମ୍ନାକୁ ଆସିଛି। କଟକରେ ପ୍ରାୟ ୨୫୦ ଗ୍ରାମର ବ୍ରାଉନ ସୁଗର୍ ପୁଲିସ୍ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ।

ଏହି ମାମଲାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୩ଜଣ ବେପାରୀ ରହିଥିବା ବେଳେ ୨ଜଣ ମେଡିସିନ୍ ଦୋକାନୀ ଏବଂ ଜଣେ ଯୁବକ ଥିବା ପୁଲିସ୍ ସ୍ପଷ୍ଟ କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏମାନେ ନିଶା ମେଡିସିନ୍ ସହ ଏହି ବ୍ରାଉନ୍ ସୁଗର୍ ବିକ୍ରି କରୁଥିଲେ। ଯେହେତୁ ଏହି ବ୍ରାଉନ୍ ସୁଗର୍ ବିକ୍ରି ଅଭିଯୋଗରେ ଦୁଇଜଣ ମେଡିସିନ୍ ଦୋକାନୀ ସମ୍ପୃକ୍ତ ଅଛନ୍ତି। ତେଣୁ ଏବେ ପୁଲିସର ନଜର ଅନ୍ୟ ମେଡିସିନ୍ ଦୋକାନ ଉପରେ ରହିବା ସ୍ୱାଭାବିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story