ନିଆଳି ଡେଇଁଲା ଅଜଣା ଜନ୍ତୁ ଆତଙ୍କ; ରାଜନଗରରେ ୬ ମେଣ୍ଢା ମୃତ

<p>ପଟ୍ଟାମୁଣ୍ଡାଇ: କଟକ ନିଆଳି ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ରାଜଗଡ଼ ଗାଁରେ ୬ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଗାଁର ମାଳତୀ ଶତପଥୀଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ମେଣ୍ଢା ମାରିଦେଇଛି। ଗୁହାଳ ମଧ୍ୟରେ ନଖ ଆମ୍ପୁଡ଼ା&nbsp; ଚିହ୍ନ ଦେଖିବାକୁ ମିଳିଛି। ଏହାକୁ &nbsp;ନେଇ ଗ୍ରାମବାସୀ ମନରେ ଆତଙ୍କ ଦେଖାଦେଇଛି।</p> <p>ଗତ ବୁଧବାର ରାତିରେ ମଧ୍ୟ ଏହି ଗାଁର ସମ୍ପୃକ୍ତ ବ୍ୟକ୍ତିଙ୍କର ୩ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ନେଇ ଅଭିଯୋଗ ହୋଇଥିଲା</p>

Ordigital Desk
  • Published: Friday, 01 December 2017
  • Updated: 01 December 2017, 10:09 AM IST

Sports

Latest News

<p>ପଟ୍ଟାମୁଣ୍ଡାଇ: କଟକ ନିଆଳି ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ରାଜଗଡ଼ ଗାଁରେ ୬ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଗାଁର ମାଳତୀ ଶତପଥୀଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ମେଣ୍ଢା ମାରିଦେଇଛି। ଗୁହାଳ ମଧ୍ୟରେ ନଖ ଆମ୍ପୁଡ଼ା&nbsp; ଚିହ୍ନ ଦେଖିବାକୁ ମିଳିଛି। ଏହାକୁ &nbsp;ନେଇ ଗ୍ରାମବାସୀ ମନରେ ଆତଙ୍କ ଦେଖାଦେଇଛି।</p><p>ଗତ ବୁଧବାର ରାତିରେ ମଧ୍ୟ ଏହି ଗାଁର ସମ୍ପୃକ୍ତ ବ୍ୟକ୍ତିଙ୍କର ୩ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ନେଇ ଅଭିଯୋଗ ହୋଇଥିଲା</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos