ରାଜଧାନୀ ଛାତିରେ ଅଭାବନୀୟ ଘଟଣା, ଡ୍ରେନ୍‌ରେ ଭାସି ଚାଲି ଗଲେ ବୃଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରାଜଧାନୀରେ ଅଭାବନୀୟ ଘଟଣା। ଡ୍ରେନ୍‌ରେ ଭାସି ଚାଲି ଗଲେ ବୃଦ୍ଧା। ଭୁବନେଶ୍ୱରର ଜୟଦେବ ବିହାରରରେ ଏହି ଅଘଟଣ ଘଟିଛି। ମୃତ ବୃଦ୍ଧା ଜଣକ ହେଲେ ସାଲିଆସାହିର ଆଦିବାସୀ ଗାଁର ଆକାମ୍ମା (୬୦)। ସୂଚନା ଅନୁସାରେ ଆଜି ଦିନସାରା ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଜୟଦେବ ବିହାରର ଏକାମ୍ର ଭିଲ୍ଲା ଛକ ଜଳମଗ୍ନ ହୋଇପଡ଼ିଥିଲା। ତେବେ ବୃଦ୍ଧା ଜଣକ କୌଣସି କାରଣରୁ ଡ୍ରେନ୍‌ରେ ପଡ଼ି ଭାସିଯାଇଥିଲେ। ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାକୁ ନେଇ […]

4f

4f

Tapas Behera
  • Published: Thursday, 25 July 2019
  • Updated: 25 July 2019, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରାଜଧାନୀରେ ଅଭାବନୀୟ ଘଟଣା। ଡ୍ରେନ୍‌ରେ ଭାସି ଚାଲି ଗଲେ ବୃଦ୍ଧା। ଭୁବନେଶ୍ୱରର ଜୟଦେବ ବିହାରରରେ ଏହି ଅଘଟଣ ଘଟିଛି। ମୃତ ବୃଦ୍ଧା ଜଣକ ହେଲେ ସାଲିଆସାହିର ଆଦିବାସୀ ଗାଁର ଆକାମ୍ମା (୬୦)। ସୂଚନା ଅନୁସାରେ ଆଜି ଦିନସାରା ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଜୟଦେବ ବିହାରର ଏକାମ୍ର ଭିଲ୍ଲା ଛକ ଜଳମଗ୍ନ ହୋଇପଡ଼ିଥିଲା। ତେବେ ବୃଦ୍ଧା ଜଣକ କୌଣସି କାରଣରୁ ଡ୍ରେନ୍‌ରେ ପଡ଼ି ଭାସିଯାଇଥିଲେ। ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story