୬୧ ନମ୍ୱର ‘କରୋନା’ ଆକ୍ରାନ୍ତ ବୁଲିଛନ୍ତି ସାରା ରାଇଜ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ସରକାର ଏତେ ସଚେତନ କରିବା ସତ୍ତ୍ୱେ ଲୋକେ ବେଫିକର ହୋଇ ବୁଲୁଛନ୍ତି। ୬୧, ୬୨, ୬୩, ୬୪, ୬୫ ଓ ୬୬ ନମ୍ବର ଆକ୍ରାନ୍ତଙ୍କ ଆସିଲା ଟ୍ରାଭେଲ୍‌ ହିଷ୍ଟ୍ରି। ସମସ୍ତଙ୍କର ରହିଛି କଲିକତା ସହିତ ଲିଙ୍କ। ତେବେ ୬୧ ନମ୍ୱର ଆକ୍ରାନ୍ତ ବିଭିନ୍ନଆଡ଼େ ବୁଲିଛନ୍ତି। ୬୧ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୧୩ ତାରିଖରେ ଝାଡ଼ଖଣ୍ଡରୁ ଫେରିଥିଲେ। ୭ ତାରିଖ ଏପ୍ରିଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଗତ ୧୩ ତାରିଖରେ ବାଲେଶ୍ୱରରୁ […]

Corona

Corona

Manoranjan Sial
  • Published: Tuesday, 21 April 2020
  • Updated: 21 April 2020, 06:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ସରକାର ଏତେ ସଚେତନ କରିବା ସତ୍ତ୍ୱେ ଲୋକେ ବେଫିକର ହୋଇ ବୁଲୁଛନ୍ତି। ୬୧, ୬୨, ୬୩, ୬୪, ୬୫ ଓ ୬୬ ନମ୍ବର ଆକ୍ରାନ୍ତଙ୍କ ଆସିଲା ଟ୍ରାଭେଲ୍‌ ହିଷ୍ଟ୍ରି। ସମସ୍ତଙ୍କର ରହିଛି କଲିକତା ସହିତ ଲିଙ୍କ। ତେବେ ୬୧ ନମ୍ୱର ଆକ୍ରାନ୍ତ ବିଭିନ୍ନଆଡ଼େ ବୁଲିଛନ୍ତି।

୬୧ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୧୩ ତାରିଖରେ ଝାଡ଼ଖଣ୍ଡରୁ ଫେରିଥିଲେ। ୭ ତାରିଖ ଏପ୍ରିଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଗତ ୧୩ ତାରିଖରେ ବାଲେଶ୍ୱରରୁ ଭୁବନେଶ୍ୱର ଆପୋଲୋ ଆସିଥିଲେ। ସେହିଦିନ ଆପୋଲୋରୁ କିମ୍ସ ଯାଇଥିଲେ। ୧୪ରୁ ୧୬ ତାରିଖ ଯାଏ ଭୁବନେଶ୍ୱର କୋଭିଡ ହସ୍ପିଟାଲ୍‌ରେ ଥିଲେ। ୧୬ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ୧୮ରେ ନମୁନା ପଜିଟିଭ ଆସିଥିଲା। ସେହିଦିନ ସେ କିମ୍ସ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହା ମଧ୍ୟରେ ସେ ୬ଟି ହସ୍ପିଟାଲ ବୁଲିଥିଲେ।

ସେହିଭଳି ୫୭ ବର୍ଷିୟ ଭଦ୍ରକ ବାସୁଦେବପୁରର ୬୨ ନମ୍ୱର ‘କରୋନା’ ଆକ୍ରାନ୍ତ କୋଲକାତାରୁ ଫେରିଥିଲେ। ୨୮ ମାର୍ଚ୍ଚରେ କୋଲକାତାରୁ ଅନ୍ୟ ତିନି ଜଣଙ୍କ ସହ ଏକ ଗାଡ଼ିରେ କୋଲକାତାରୁ ଆସିଥିଲେ। ସେହିଦିନଠୁ ଏପ୍ରେଲ ୧୪ ତାରିଖ ଯାଏ ହୋମ କ୍ୱାରେଣ୍ଟିନ୍‌ରେ ରହିଥିଲେ। ୧୫ ଏପ୍ରିଲରୁ ୧୯ ତାରିଖ ଯାଏ ସରକାରୀ କ୍ୱାରେଣ୍ଟିନ୍‌ରେ ଥିଲେ। ପରେ ୧୯ ତାରିଖରେ ନମୁନା ସଂଗ୍ରହ କରାଯାଇଥିଲା ଓ ସେହିଦିନ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲେ।

ଏହାଛଡ଼ା ୬୩ ନମ୍ବର ଆକ୍ରାନ୍ତ ମଧ୍ୟ କୋଲକାତାରୁ ବାସୁଦେବପୁର ଟ୍ରକ ଯୋଗେ ଫେରିଥିଲେ। ଏପ୍ରିଲ ୯ରୁ ୧୪ ତାରିଖ ଯାଏ ହୋମ କ୍ୱାରେଣ୍ଟିନ୍‌ରେ ଥିଲେ। ପରେ ୧୫ରୁ ୧୯ ତାରିଖ ଯାଏ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଥିଲେ। ୧୯ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସେହିପରି ୬୪ ନମ୍ବର କୋଲକାତାରୁ ବାସୁଦେବପୁର ଫେରିଥିଲେ। ମାର୍ଚ୍ଚ ୨୯ ତାରିଖରୁ ଏପ୍ରିଲ ୧୪ ଯାଏ ସେ ହୋମ କ୍ୱାରେଣ୍ଟିନ୍‌ରେ ରହିଥିଲେ। ୧୫ରୁ ୧୯ ତାରିଖ ଯାଏଁ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିଦିନ ତାଙ୍କ ରିପୋର୍ଟରେ ପଜିଟିଭ୍ ଆସିଥିଲା। ୨୦ ତାରିଖରେ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସେହିଭଳି ୬୫ ନମ୍ବର ‘କରୋନା’ ଆକ୍ରାନ୍ତ କୋଲକାତାରୁ ଭଣ୍ଡାରୀପୋଖରୀକୁ ଆସିଥିଲେ। ଏପ୍ରିଲ ୨୮ତାରିଖରୁ ୧୪ ଯାଏ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିଲେ। ୧୫ରୁ ୧୯ ଯାଏ ସେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଥିଲେ। ୧୯ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍‌ ଭର୍ତ୍ତି ହୋଇଛନ୍ତି।

ସେହିପରି ଭଣ୍ଡାରିପୋଖରୀର ୬୬ ନମ୍ୱର ‘କରୋନା’ ଆକ୍ରାନ୍ତ ମାର୍ଚ୍ଚ ୨୯ ତାରିଖରେ କୋଲକାତାରୁ ଆସିଥିଲେ। ସେ ମାର୍ଚ୍ଚ ୨୯ରୁ ଏପ୍ରିଲ୍‌ ୧୪ ଯାଏ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିଲେ। ଏପ୍ରିଲ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଥିଲେ। ତେବେ ୧୯ ତାରିଖରେ ରକ୍ତ ଓ ସ୍ୱାବ ଟେଷ୍ଟରୁ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା।୨୦ ତାରିଖରେ ତାଙ୍କୁ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story