ରାଜ୍ୟରେ ଖାଲି ପଡ଼ିଛି ପ୍ରାୟ ୬୭ ହଜାରରୁ ଉର୍ଦ୍ଧ୍ୱ ପଦବୀ, ୨୨.୫୭ ଲକ୍ଷ ଚାକିରୀ ଅପେକ୍ଷାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ନିଯୁକ୍ତି ରାସ୍ତାରେ ବାଟ ଓଗାଳୁଛନ୍ତି ସରକାରୀ ଅଧିକାରୀ। ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶନାମାରୁ ଆସିଛି ଏଭଳି ସତ। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କେଉଁ ବିଭାଗରେ କେତେ ପଦବୀ ଖାଲି ରହିଛି ସେନେଇ ବିଭାଗଗୁଡ଼ିକ ତଥ୍ୟ ଦେଉନାହାନ୍ତି। ତେଣୁ ନୂଆ ନିଯୁକ୍ତି କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ଦେଖି ୭ ଦିନ ଭିତରେ ତଥ୍ୟ ଦେବାକୁ ସବୁ ବିଭାଗକୁ ଚିଠି ଲେଖି ସତର୍କ କରାଇଛନ୍ତି ମୁଖ୍ୟ ଶାସନ ସଚିବ। ଏପଟେ ରାଜ୍ୟର […]

job

job

Niranjan Mishra
  • Published: Friday, 26 August 2022
  • Updated: 26 August 2022, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ନିଯୁକ୍ତି ରାସ୍ତାରେ ବାଟ ଓଗାଳୁଛନ୍ତି ସରକାରୀ ଅଧିକାରୀ। ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶନାମାରୁ ଆସିଛି ଏଭଳି ସତ। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କେଉଁ ବିଭାଗରେ କେତେ ପଦବୀ ଖାଲି ରହିଛି ସେନେଇ ବିଭାଗଗୁଡ଼ିକ ତଥ୍ୟ ଦେଉନାହାନ୍ତି। ତେଣୁ ନୂଆ ନିଯୁକ୍ତି କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ଦେଖି ୭ ଦିନ ଭିତରେ ତଥ୍ୟ ଦେବାକୁ ସବୁ ବିଭାଗକୁ ଚିଠି ଲେଖି ସତର୍କ କରାଇଛନ୍ତି ମୁଖ୍ୟ ଶାସନ ସଚିବ। ଏପଟେ ରାଜ୍ୟର ପ୍ରାୟ ୬୭ ହଜାରରୁ ଉର୍ଦ୍ଧ୍ୱ ପଦବୀ ଖାଲି ପଡିଛି। ଗତ ୩ ବର୍ଷରେ ମାତ୍ର ୩୬ ହଜାର ୭୦୦ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଯାହାକୁ ନେଇ ସର୍ବସାଧାରଣରେ ସରକାର ସମାଲୋଚନାକୁ ଆସିଛି।

ସୂଚନା ମୁତାବକ, ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ଖାଲି ପଡିଥିବା ସବୁ ସରକାରୀ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶନାମାରେ ୭ ଦିନ ମଧ୍ୟରେ ସବୁ ତଥ୍ୟ ଦେବାକୁ କୁହାଯାଇଛି। ଅନ୍ୟପଟେ ସାଧାରଣ ପ୍ରସାଶନ ପକ୍ଷରୁ ମଧ୍ୟ ଆଉ ଏକ ଚିଠିରେ ସବୁ ବିଭାଗକୁ ଏନେଇ ସତର୍କ କରାଯାଇଛି।

ଏଥିରେ କୁହାଯାଇଛି, ମାର୍ଚ୍ଚ ମାସରୁ ସାଧାରଣ ପ୍ରସାଶନ ପକ୍ଷରୁ ସବୁ ବିଭାଗକୁ ବାରମ୍ବାର ତଥ୍ୟ ମଗାଯାଇଥିଲେ ମଧ୍ୟ ଅନେକ ବିଭାଗ ତଥ୍ୟ ଦେଇନାହାନ୍ତି। ସାଧାରଣ ପ୍ରଶାସନ, ସ୍ୱତନ୍ତ୍ର ସଚିବ, କ୍ରୀଡା ଓ ଯୁବ ବ୍ୟାପାର ଭଳି ବିଭାଗ ଚୁପ୍ ରହିଛନ୍ତି। ତେଣୁ କିଛି ବିଭାଗ ଦେଇଥିବା ୬୭ ହଜାର ୮୭୪ ଖାଲି ପଦବୀ ମଧ୍ୟରୁ କେବଳ ୩୬ ହଜାର ୭୦୦ ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ତେଣୁ ଏଠି ପ୍ରଶ୍ନ ନିଯୁକ୍ତି ଭଳି ପ୍ରସଙ୍ଗରେ ବିଭାଗଗୁଡ଼ିକର ଏଭଳି ଖାମଖିଆଲି ନୀତି କାହିଁକି। ସରକାରୀ ନିର୍ଦ୍ଦେଶକୁ ସରକାରୀ ଅଧିକାରୀ ନମାନିବା ପଛର କାରଣ କଣ। ଯାହାକୁ ନେଇ ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି ଚାକିରୀ ଆଶାୟୀମାନେ।

୨୦୧୯ରେ ବିଜେଡି ସରକାରକୁ ଆସିବା ପରେ ୩ ବର୍ଷରେ ମାତ୍ର ୩୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ରାଜ୍ୟରେ ଏବେ ବି ୭୩ ହଜାର ସରକାରୀ ପଦବୀ ଖାଲି ପଡିଥିବା କିଛିଦିନ ତଳେ ବିଧାନସଭାରେ ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଅନ୍ୟପଟେ ତଥ୍ୟ କହୁଛି ରାଜ୍ୟରେ ପ୍ରାୟ ୨୨ ଲକ୍ଷ ୫୭ ହଜାର ପିଲା ରେଜିଷ୍ଟ୍ରେସନ କରି ଚାକିରୀ ଅପେକ୍ଷାରେ ଅଛନ୍ତି। ତେଣୁ ଏମିତି ସ୍ଥିତିରେ ବିଭାଗ ଗୁଡିକର ଏଭଳି ସ୍ଥାଣୁ ମନୋଭାବକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ଚାକିରି ଆଶାୟୀ।

ଏଭଳି ସ୍ଥିତିରେ ୨୦୨୩ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଶତପ୍ରତିଶତ ଖାଲି ପଦବୀ ପୂରଣ ଲକ୍ଷ୍ୟ କିଭଳି ହାସଲ ହେଉଛି, ତାକୁ ଦେଖିବାର କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story