ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ମାମଲା; ୭ ଗିରଫ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଖନ୍ତାପଡ଼ା  ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲକନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ମାମଲାରେ ଗିରଫ ହୋଇଛନ୍ତି ଫ୍ୟାକ୍ଟ୍ରିର ୭  ଅଧିକାରୀ । ଫ୍ୟାକ୍ଟ୍ରିର ଜିଏମ୍, ପ୍ରଡକ୍ସନ ମ୍ୟାନେଜର, ଏଚ୍ଆର୍ ମ୍ୟାନେଜର, ସିଫ୍ଟ ଇନ୍‌ଚାର୍ଜ, ସେଫ୍ଟି ମ୍ୟାନେଜର୍ ଏବଂ ୨ ସୁପରଭାଇଜରଙ୍କୁ ଗିରଫ କରାଯାଇଛି । କେଉଁ କାରଣରୁ ଗ୍ୟାସ୍ ଲିକ୍‌ ହେଲା ସେ ନେଇ ତଦନ୍ତ ହେବ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୋଧରେ […]

bls-5-1

bls-5-1

Niharika Rout
  • Published: Thursday, 14 November 2019
  • Updated: 14 November 2019, 02:24 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଖନ୍ତାପଡ଼ା  ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲକନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ମାମଲାରେ ଗିରଫ ହୋଇଛନ୍ତି ଫ୍ୟାକ୍ଟ୍ରିର ୭  ଅଧିକାରୀ । ଫ୍ୟାକ୍ଟ୍ରିର ଜିଏମ୍, ପ୍ରଡକ୍ସନ ମ୍ୟାନେଜର, ଏଚ୍ଆର୍ ମ୍ୟାନେଜର, ସିଫ୍ଟ ଇନ୍‌ଚାର୍ଜ, ସେଫ୍ଟି ମ୍ୟାନେଜର୍ ଏବଂ ୨ ସୁପରଭାଇଜରଙ୍କୁ ଗିରଫ କରାଯାଇଛି । କେଉଁ କାରଣରୁ ଗ୍ୟାସ୍ ଲିକ୍‌ ହେଲା ସେ ନେଇ ତଦନ୍ତ ହେବ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଗ୍ୟାସ ଲିକ୍ ଘଟଣାର ତଦନ୍ତ ପାଇଁ ୬ଜଣିଆ ଫରେନସିକ୍ ଟିମ୍ ଫ୍ୟାକ୍ଟ୍ରିରେ ପହଞ୍ଚିଛନ୍ତି । ଫ୍ୟାକ୍ଟ୍ରିର ସମସ୍ତ କର୍ମଚାରୀଙ୍କୁ ବାହାରକୁ ବାହାର କରି ତାହାକୁ ସିଲ୍‌ କରି ଦିଆଯାଇଛି । ବାଲେଶ୍ୱର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି । ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ସିଲ୍ କରିବା ସହ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story