ଏକୁଟିଆ ନାବାଳିକା ଦେଖି ଘରେ ପଶିଗଲେ ବୃଦ୍ଧ...

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ଘରେ ଏକୁଟିଆ ଥିବାବେଳେ ୭ବର୍ଷୀୟ ନାବାଳିକାଙ୍କୁ ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ। ପୁଲିସ ଅଭିଯୁକ୍ତ ବୃଦ୍ଧକୁ ଅଟକ ରଖି ପଚରାଉଚରା କରୁଛି। ବୃଦ୍ଧ ଜଣଙ୍କ ନାବାଳିକାଙ୍କ ଗାଁର ଲୋକ ହୋଇଥିବା ଜଣାଯାଇଛି। ନାବାଳିକାଙ୍କ ବାପାମା’ ଶ୍ରମିକ ଭାବେ କାମ କରନ୍ତି। ସେମାନେ ଝିଅକୁ ଘରେ ଏକୁଟିଆ ଛାଡ଼ି ଦେଇ କାମକୁ ଯାଇଥାନ୍ତି। ଏହାର ସୁଯୋଗ ନେଇ ଗାଁର ଜଣେ ୬୦ […]

Misbehave

Misbehave

Tapaswini Nayak
  • Published: Saturday, 16 April 2022
  • Updated: 16 April 2022, 08:55 AM IST

Sports

Latest News

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ଘରେ ଏକୁଟିଆ ଥିବାବେଳେ ୭ବର୍ଷୀୟ ନାବାଳିକାଙ୍କୁ ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ। ପୁଲିସ ଅଭିଯୁକ୍ତ ବୃଦ୍ଧକୁ ଅଟକ ରଖି ପଚରାଉଚରା କରୁଛି। ବୃଦ୍ଧ ଜଣଙ୍କ ନାବାଳିକାଙ୍କ ଗାଁର ଲୋକ ହୋଇଥିବା ଜଣାଯାଇଛି।

ନାବାଳିକାଙ୍କ ବାପାମା’ ଶ୍ରମିକ ଭାବେ କାମ କରନ୍ତି। ସେମାନେ ଝିଅକୁ ଘରେ ଏକୁଟିଆ ଛାଡ଼ି ଦେଇ କାମକୁ ଯାଇଥାନ୍ତି। ଏହାର ସୁଯୋଗ ନେଇ ଗାଁର ଜଣେ ୬୦ ବର୍ଷୀୟ ବ୍ୟକ୍ତି ନାବାଳିକାଙ୍କ ଘରକୁ  ଯାଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତକାଲି ବାପାମା’ କାମରୁ ଫେରିବା ପରେ ଝିଅ ଘଟଣା ସମ୍ପର୍କରେ  ଜଣାଇଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ।  ପୁଲିସ ଗତକାଲି ରାତିରେ  ନାବାଳିକାର ଡାକ୍ତରୀମାଇନା କରିଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story