କରୋନା: ହସ୍ପିଟାଲରେ ୭୦୩ ଜଣ ସଂକ୍ରମିତ , ୯୩୬ଜଣ ସନ୍ଦିଗ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଜିସୁଦ୍ଧା ମୋଟ ୧୧୦୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ତେବେ କୋଭିଡ୍ ହସ୍ପିଟାଲରେ ୭୦୩ଜଣ କରୋନା ସଂକ୍ରମିତ ଏବେ ଚିକିତ୍ସାଧୀନ ରହିଥିବାବେଳେ ୯୩୬ଜଣ ସନ୍ଦିଗ୍ଧଙ୍କୁ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧ଲକ୍ଷ ୮ହଜାର ୪୩୨ଜଣଙ୍କର ନମୂନା ପରୀକ୍ଷା ହୋଇଥିବାବେଳେ ସେଥିରୁ […]

coronavirus-in-asia

coronavirus-in-asia

Manoranjan Sial
  • Published: Thursday, 21 May 2020
  • Updated: 21 May 2020, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଜିସୁଦ୍ଧା ମୋଟ ୧୧୦୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ତେବେ କୋଭିଡ୍ ହସ୍ପିଟାଲରେ ୭୦୩ଜଣ କରୋନା ସଂକ୍ରମିତ ଏବେ ଚିକିତ୍ସାଧୀନ ରହିଥିବାବେଳେ ୯୩୬ଜଣ ସନ୍ଦିଗ୍ଧଙ୍କୁ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧ଲକ୍ଷ ୮ହଜାର ୪୩୨ଜଣଙ୍କର ନମୂନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୧୧୦୩ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ଆଜି ୫୧ଜଣଙ୍କ ଦେହରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୦ଜଣ ସୁସ୍ଥ ହୋଇଛନ୍ତି। ଏହି ୫୦ଜଣ ସୁସ୍ଥଙ୍କୁ ମିଶାଇ ମୋଟ ୩୯୩ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ସେହିପରି କୋଭିଡ୍ ଗାଇଡଲାଇନ୍ ଉଲ୍ଲଘଂନ କରିବା ଅଭିଯୋଗରେ ଗତ ୨୪ଘଣ୍ଟା ମଧ୍ୟରେ ୨୪ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮ଟି ମାମଲା ରୁଜୁ ହୋଇଛି।

ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ସହାୟତାରେ ଏପର୍ଯ୍ୟନ୍ତ ୨୬,୬୨୧ଜଣ ଅତିଥି ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇଥିବାବେଳେ ସର୍ବାଧିକ ୬୨୫୦ଜଣ ଶ୍ରମିକ ପଶ୍ଚିମବଙ୍ଗକୁ ଯାଇଛନ୍ତି। ଏହି ଶ୍ରମିକମାନଙ୍କୁ ସେମାନଙ୍କର ରାଜ୍ୟକୁ ପଠାଇବା ପୂର୍ବରୁ ବସଗୁଡ଼ିକୁ ବିଶୋଧନ କରାଯାଇ ସାମାଜିକ ଦୂରତ୍ୱ ବଜାୟ ରଖି ମାସ୍କ ପରିଧାନ ସହ ସେମାନଙ୍କୁ ପାଣି ବୋତଲ, ମାସ୍କ, ଶୁଖିଲା ଖାଦ୍ୟ ପୁଡ଼ିଆ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୬୨୦ଜଣ ଓ ଖୋର୍ଦ୍ଧାରୁ ୪୪୦୦ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଛନ୍ତି। ସେହିପରି ଦେଶର ବିଭିନ୍ନ ରାଜ୍ୟରୁ ଏପର୍ଯ୍ୟନ୍ତ ୨ଲକ୍ଷ ୧୪ହଜାର ୩୭୩ଜଣ ଓଡ଼ିଆ ଭାଇଭଉଣୀ ନିଜ ଘରକୁ ଫେରିଛନ୍ତି। ଆଜି ମଧ୍ୟ ୧୧୧୫୩ଜଣ ଓଡ଼ିଆ ନିଜ ଘରକୁ ଫେରିଛନ୍ତି। ସେମାନେ ବସ୍ , ଟ୍ରେନ୍ ଓ ଅନ୍ୟ ଯାନବାହନରେ ଫେରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story