କଟକ ଟାଉନ୍‌ରୁ ୭୯ କରୋନା ଆକ୍ରାନ୍ତ ଚିହ୍ନଟ, ୨୩ ଲୋକାଲ୍‌ କେସ

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ଟାଉନ୍‌ରୁ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭୁତିରୁ ୩୧ ଜଣ କଣ୍ଟେନ୍‌ମେଣ୍ଟ ଜୋନରୁ, ୧୨ ଜଣ ସରକାରୀ କ୍ୱାରେଣ୍ଟାଇନ୍‌, ୧୩ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ୨୩ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ଟ୍ୱିଟ୍‌ କରିଛି। #COVID19 update in Cuttack city (CMC area) Out of the 117 new COVID-19 +ve cases reported today in […]

cuttack

cuttack

Manoranjan Sial
  • Published: Tuesday, 18 August 2020
  • Updated: 18 August 2020, 04:00 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ଟାଉନ୍‌ରୁ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭୁତିରୁ ୩୧ ଜଣ କଣ୍ଟେନ୍‌ମେଣ୍ଟ ଜୋନରୁ, ୧୨ ଜଣ ସରକାରୀ କ୍ୱାରେଣ୍ଟାଇନ୍‌, ୧୩ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ୨୩ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ଟ୍ୱିଟ୍‌ କରିଛି।

https://twitter.com/CMCCuttack/status/1295659319585718272?s=20

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରୁ ୨୫୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୮୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୯୨୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story