ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ନିର୍ଦ୍ଧାରଣ ହେବ ଅଧ୍ୟାପକଙ୍କ ଦରମା

ଭୁବନେଶ୍ୱର: ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଅଧ୍ୟାପକମାନଙ୍କ ଦରମା ବୃଦ୍ଧି ନେଇ ପ୍ରକ୍ରିୟା ଆରମ୍ଭ କରିଛି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ-ୟୁଜିସି। ଏନେଇ ୟୁଜିସି ପକ୍ଷରୁ ଗଠିତ କମିଟି, ଅଧ୍ୟାପକଙ୍କ ଦରମା ଓ ଚାକିରି ସର୍ତ୍ତାବଳୀ ଅନୁଧ୍ୟାନ କରୁଛି। କମିଟିର ସୁପାରିସ ଅଧାରରେ ଦରମା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ଓଡ଼ିଶା ଆସିଥିବା ୟୁଜିସି ଚେୟାରମ୍ୟାନ ପ୍ରଫେସର ବେଦ୍ ପ୍ରକାଶ ଏହି ସୂଚନା ଦେଇଛନ୍ତି। ଉଚ୍ଚଶିକ୍ଷା ସଂସ୍କାର, ସିଲାବସ୍ ପରିବର୍ତ୍ତନ, ଏକକ ସିଲାବସ୍ ଓ ଶିକ୍ଷା କ୍ଷେତ୍ରରେ […]

u

Rakesh Mallick
  • Published: Friday, 25 December 2015
  • , Updated: 25 December 2015, 03:15 AM IST

ଭୁବନେଶ୍ୱର: ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଅଧ୍ୟାପକମାନଙ୍କ ଦରମା ବୃଦ୍ଧି ନେଇ ପ୍ରକ୍ରିୟା ଆରମ୍ଭ କରିଛି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ-ୟୁଜିସି। ଏନେଇ ୟୁଜିସି ପକ୍ଷରୁ ଗଠିତ କମିଟି, ଅଧ୍ୟାପକଙ୍କ ଦରମା ଓ ଚାକିରି ସର୍ତ୍ତାବଳୀ ଅନୁଧ୍ୟାନ କରୁଛି। କମିଟିର ସୁପାରିସ ଅଧାରରେ ଦରମା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ଓଡ଼ିଶା ଆସିଥିବା ୟୁଜିସି ଚେୟାରମ୍ୟାନ ପ୍ରଫେସର ବେଦ୍ ପ୍ରକାଶ ଏହି ସୂଚନା ଦେଇଛନ୍ତି। ଉଚ୍ଚଶିକ୍ଷା ସଂସ୍କାର, ସିଲାବସ୍ ପରିବର୍ତ୍ତନ, ଏକକ ସିଲାବସ୍ ଓ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ନେଇ ସେ ମତ ରଖିଛନ୍ତି।

Related story