୯ ନାବାଳିକା ଉଦ୍ଧାର: ଚାଲାଣ ହେଉଥିଲେ ଆନ୍ଧ୍ର

ରାୟଗଡ଼ା: ରାୟଗଡ଼ା ଷ୍ଟେସନରୁ ୯ ଜଣ ନାବାଳିକା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ କୋଲନରା ଓ ରାମନାଗୁଡ଼ା ବ୍ଲକର। ଆନ୍ଧପ୍ରଦେଶର ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରିବା ପାଇଁ ଏମାନଙ୍କୁ ନିଆଯାଉଥିଲା। ତେବେ ଘଟଣାସ୍ଥଳରୁ ଦଲାଲ ଫେରାର ହୋଇଯିବାକୁ ସକ୍ଷମ ହୋଇଛି। ନାବାଳିକା ଚାଲାଣ ହେଉଥିବା ଖବର ପାଇ ଚାଇଲ୍ଡ ଲାଇନ ଓ ରେଳ ସୁରକ୍ଷା ବଳ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। କାଉନସେଲିଂ ପରେ ସେମାନଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ।

raygada

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 12:52 PM IST

ରାୟଗଡ଼ା: ରାୟଗଡ଼ା ଷ୍ଟେସନରୁ ୯ ଜଣ ନାବାଳିକା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ କୋଲନରା ଓ ରାମନାଗୁଡ଼ା ବ୍ଲକର। ଆନ୍ଧପ୍ରଦେଶର ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରିବା ପାଇଁ ଏମାନଙ୍କୁ ନିଆଯାଉଥିଲା। ତେବେ ଘଟଣାସ୍ଥଳରୁ ଦଲାଲ ଫେରାର ହୋଇଯିବାକୁ ସକ୍ଷମ ହୋଇଛି।

ନାବାଳିକା ଚାଲାଣ ହେଉଥିବା ଖବର ପାଇ ଚାଇଲ୍ଡ ଲାଇନ ଓ ରେଳ ସୁରକ୍ଷା ବଳ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। କାଉନସେଲିଂ ପରେ ସେମାନଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ।

Related story