୯ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ

ପୁରୀ(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଥମୁନି ନାବାଳିକା ଦୁଷ୍କର୍ମ ମାମଲା। ପୁରୀ ଜିଲ୍ଲା ନୟାହାଟ ଫାଣ୍ଡି ଅନ୍ତର୍ଗତ ଏକ ସ୍କୁଲ ପରିସରରେ ଜଣେ ୯ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଝିଅଟି ବଜାରକୁ ଯାଇଥିବାବେଳେ ଏକାକୀ ପାଇ ତାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଫେରାର ହୋଇଯାଇଛି। ଝିଅଟିକୁ ଚିକିତ୍ସା ପାଇଁ ପ୍ରଥମେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ପୀଡ଼ିତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାପଡ଼ିଛି।

rape

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 08:49 AM IST

ପୁରୀ(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଥମୁନି ନାବାଳିକା ଦୁଷ୍କର୍ମ ମାମଲା। ପୁରୀ ଜିଲ୍ଲା ନୟାହାଟ ଫାଣ୍ଡି ଅନ୍ତର୍ଗତ ଏକ ସ୍କୁଲ ପରିସରରେ ଜଣେ ୯ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଝିଅଟି ବଜାରକୁ ଯାଇଥିବାବେଳେ ଏକାକୀ ପାଇ ତାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଫେରାର ହୋଇଯାଇଛି।

ଝିଅଟିକୁ ଚିକିତ୍ସା ପାଇଁ ପ୍ରଥମେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ପୀଡ଼ିତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାପଡ଼ିଛି।

Related story