୯୦ଟି ପ୍ରାଥମିକ ବିଦ୍ୟାଳୟରେ ନାହିଁ ଆଦୌ ଶ୍ରେଣୀଗୃହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷାକୁ ନେଇ ରାଜ୍ୟ ସରକାର ଗୋଲାପି ଚିତ୍ର ଦେଖାଉଛନ୍ତି। ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କେତେକଣ ଯୋଜନା ପ୍ରଣୟନ କରୁଛନ୍ତି। ଏହାଛଡା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଏହା ସତ୍ତ୍ୱେ ପ୍ରାଥମିକ ଶିକ୍ଷାର ନଗ୍ନ ଚିତ୍ର ଆଜି ଉପସ୍ଥାପିତ ବିଧାନସଭା ପ୍ରଶ୍ନୋତ୍ତରରୁ ବେଶ ସ୍ପଷ୍ଟ ହୋଇଛି। ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟର ଆଦୌ ଶ୍ରେଣୀ ଗୃହନାହିଁ। ପିଲାମାନେ ବାହାରେ ପାଠ ପଢୁଛନ୍ତି। ୧୧୫ଟି ସ୍କୁଲର ନିଜସ୍ୱ […]

school

school

Manoranjan Sial
  • Published: Wednesday, 19 February 2020
  • Updated: 19 February 2020, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷାକୁ ନେଇ ରାଜ୍ୟ ସରକାର ଗୋଲାପି ଚିତ୍ର ଦେଖାଉଛନ୍ତି। ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କେତେକଣ ଯୋଜନା ପ୍ରଣୟନ କରୁଛନ୍ତି। ଏହାଛଡା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଏହା ସତ୍ତ୍ୱେ ପ୍ରାଥମିକ ଶିକ୍ଷାର ନଗ୍ନ ଚିତ୍ର ଆଜି ଉପସ୍ଥାପିତ ବିଧାନସଭା ପ୍ରଶ୍ନୋତ୍ତରରୁ ବେଶ ସ୍ପଷ୍ଟ ହୋଇଛି।

ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟର ଆଦୌ ଶ୍ରେଣୀ ଗୃହନାହିଁ। ପିଲାମାନେ ବାହାରେ ପାଠ ପଢୁଛନ୍ତି। ୧୧୫ଟି ସ୍କୁଲର ନିଜସ୍ୱ ଶ୍ରେଣୀ ଗୃହ ନାହିଁ। ୩୧୫ଟି ସ୍କୁଲରେ ଛାତ୍ରଛାତ୍ରୀ ସଂଖ୍ୟା ୧୦ରୁ ମଧ୍ୟ କମ୍ ରହିଛି। ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନରେ ଗୃହ ଭିତରେ ଏହି ଉତ୍ତର ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ମନ୍ତ୍ରୀ କହିଛନ୍ତି, ୪୭୦ଟି ସ୍କୁଲରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ୧ ହଜାର ୪୮ ହାଇସ୍କୁଲରେ କମ୍ପ୍ୟୁୟଟର ନାହିଁ। ୨୮ଟି ଏମିତି ସ୍କୁଲ ଅଛି, ଯେଉଁଠି କମ୍ପ୍ୟୁଟର ସିନା ଅଛି, ବିଜୁଳି ନାହିଁ। ତେଣୁ କମ୍ପ୍ୟୁଟରର ଉପଯୋଗ ହୋଇପାରୁ ନାହିଁ। ୨ ହଜାର ୬୧୦ ପ୍ରାଥମିକ ସ୍କୁଲରେ ପାଠାଗାର ନ ଥିବା ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story