ବଡ଼ ଭଉଣୀର ଗାଳି ସହିନପାରି ନଜ ଦେହରେ ନିଆଁ ଲଗାଇଲା ଭାଇ !

ବାରିପଦା (ମାଣିକଲାଲ୍ ପାଣି): ନବମ ଶ୍ରେଣୀର ଛାତ୍ର। ଆଜି ସ୍କୁଲ ଯିବନି ବୋଲି କହିଲେ। ଏକଥା ଶୁଣିବା ପରେ ସାନ ଭାଇ ଉପରେ ରାଗି ଯାଇଥିଲା ବଡ଼ ଭଉଣୀ। ଆଉ ସ୍କୁଲ ଯିବା ପାଇଁ ରାଗିଦ୍‌ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସାନ ଭାଇ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏପରି ହୃଦୟବିଦାରକ ଘଟଣା ଭୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଗୋପବନ୍ଧୁନଗର ବ୍ଲକ୍‌ ପଶୁଦା ଗାଁର ଭୋଳପଦା ସାହିର ନବୀନ ମାରାଣ୍ଡିଙ୍କ ପୁଅ କାଳିଦାଶ […]

baripada

baripada

Jyoshna Pradhan
  • Published: Tuesday, 10 December 2019
  • Updated: 10 December 2019, 04:12 PM IST

Sports

Latest News

ବାରିପଦା (ମାଣିକଲାଲ୍ ପାଣି): ନବମ ଶ୍ରେଣୀର ଛାତ୍ର। ଆଜି ସ୍କୁଲ ଯିବନି ବୋଲି କହିଲେ। ଏକଥା ଶୁଣିବା ପରେ ସାନ ଭାଇ ଉପରେ ରାଗି ଯାଇଥିଲା ବଡ଼ ଭଉଣୀ। ଆଉ ସ୍କୁଲ ଯିବା ପାଇଁ ରାଗିଦ୍‌ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସାନ ଭାଇ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏପରି ହୃଦୟବିଦାରକ ଘଟଣା ଭୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଗୋପବନ୍ଧୁନଗର ବ୍ଲକ୍‌ ପଶୁଦା ଗାଁର ଭୋଳପଦା ସାହିର ନବୀନ ମାରାଣ୍ଡିଙ୍କ ପୁଅ କାଳିଦାଶ ମାରାଣ୍ଡି। ପଶୁଦା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ନ୍ତି। ସବୁଦିନ ପାଠ ପଢ଼ିବାକୁ ସ୍କୁଲ ଯାଆନ୍ତି। ମାତ୍ର ଆଜି ସ୍କୁଲ ଯିବେନି ବୋଲି କହିଥିଲେ। ଏକଥା ଶୁଣିବା ପରେ ତାଙ୍କ ବଡ଼ ଭଉଣୀ ଲକ୍ଷ୍ମୀ ରାଗି ଯାଇଥିଲେ। ଆଉ ସ୍କୁଲ ଯିବାକୁ ତାଗିଦ କରିଥିଲେ। ଏପରିକି ସ୍କୁଲ ଯିବା ପାଇଁ ବାଧ୍ୟ କରିଥିଲେ।

ବଡ଼ ଭଉଣୀଙ୍କଠାରୁ ଗାଳି ଶୁଣିବା ପରେ କାଳିଦାଶ ରାଗି ଯାଇଥିଲେ। ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଇ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘରୁ ଧୂଆଁ ବାହାରୁଥିବା ଦେଖି ବଡ଼ ଭଉଣୀ ଚିତ୍କାର କରିଥିଲେ। ଆଉ ତା’ପରେ ପଡ଼ୋଶୀମାନେ ଆସି ଘରର କବାଟ ଭାଙ୍ଗି କାଳିଦାଶଙ୍କୁ ଉଦ୍ଧାର କରି ବଡ଼ସାହି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story