ତିନି ଛାତ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ, ସହପାଠୀଙ୍କୁ ଦେଉଥିଲେ ଯୌନ ନିର୍ଯାତନା

Ordigital Desk
  • Published: Wednesday, 15 November 2017
  • , Updated: 15 November 2017, 09:41 AM IST
<p>ରାଉରକେଲା: ରାଉରକେଲା ବେଦବ୍ୟାସରେ ଥିବା ଗୁରୁକୁଳ ଆଶ୍ରମରେ ଜଣେ ୧୦ ବର୍ଷୀୟ ଅନ୍ତେବାସୀଙ୍କ ସହ ଅନ୍ୟ ତିନି ଜଣ ସହପାଠୀ ଅପ୍ରାକୃତିକ ଯୌନ କ୍ରିୟା କରିଥିବା ଅଭିଯୋଗ ହୋଇଛି। &nbsp;ଏହି ଘଟଣାରେ ଜଣେ ଶିକ୍ଷକଙ୍କର ମଧ୍ୟ ସମ୍ପୃକ୍ତି ଥିବା ନେଇ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ ହୋଇଛି।&lt;a href=&quot;&quot;&gt;(image) &lt;/a&gt;</p> <p>ଏପରିକି ବାରମ୍ବାର ଅତ୍ୟାଚାରର ଶିକାର ହୋଇ ଛାତ୍ର ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏଭଳି ସଙ୍ଗୀନ ଅଭିଯୋଗ ପାଇବା ପରେ ପୋଲିସ ଦଫା ୩୭୭ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାସହିତ ସିଡବ୍ଲୁସି ମଧ୍ୟ ମାମଲାର ତଦନ୍ତ ଆରମ୍ଭ କରିଛି।</p> <p>https://www.youtube.com/watch?v=PmADk_WTC2w</p>

Related story