ଏ ବର୍ଷ ଦୁଇଟି ନୂଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ହେବ ୨ଟି ନୂଆ ବିଶ୍ୱବଦ୍ୟାଳୟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ମୋହର ଲାଗିଛି। ଏହି ଶିକ୍ଷାବର୍ଷରୁ ଏ ଦୁଇ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦିପ ପାଣିଗ୍ରାହୀ। ରାମଦେବୀ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ୫୫କୋଟି ଟଙ୍କା ଖର୍ଚ୍ଚ ହେବ। ରମାଦେବୀ ବିଶ୍ୱବିଦ୍ୟାଳୟ ଅଧିନରେ କେଉଁ କେଉଁ ମହିଳା କଲେଜ ରହିବ ତା ପରେ ସ୍ଥୀର କରାଯିବ । ଉକ୍ରଳ […]

rd

Rakesh Mallick
  • Published: Thursday, 23 April 2015
  • , Updated: 23 April 2015, 11:46 AM IST

ଭୁବନେଶ୍ୱର: ରାଜ୍ୟରେ ହେବ ୨ଟି ନୂଆ ବିଶ୍ୱବଦ୍ୟାଳୟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ମୋହର ଲାଗିଛି। ଏହି ଶିକ୍ଷାବର୍ଷରୁ ଏ ଦୁଇ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦିପ ପାଣିଗ୍ରାହୀ।

ରାମଦେବୀ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ୫୫କୋଟି ଟଙ୍କା ଖର୍ଚ୍ଚ ହେବ। ରମାଦେବୀ ବିଶ୍ୱବିଦ୍ୟାଳୟ ଅଧିନରେ କେଉଁ କେଉଁ ମହିଳା କଲେଜ ରହିବ ତା ପରେ ସ୍ଥୀର କରାଯିବ । ଉକ୍ରଳ ବିଶ୍ୱବିଦ୍ୟାଳୟର ବ୍ୟବହାର ହେଉ ନଥିବା ଜମିକୁ ରାମଦେବୀଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Related story