ଭିକ ମାଗିଲେ ଆମ୍ବୁଲାନ୍ସ କର୍ମଚାରୀ

<p>ସମ୍ୱଲପୁର: ସମ୍ବଲପୁରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆଜି ଅଭିନବ ଢଙ୍ଗରେ ଆନ୍ଦୋଳନ କରିଛନ୍ତି। ସମଲେଶ୍ୱରୀ ମନ୍ଦିର ପରିସରରେ ଭିକ୍ଷା ମାଗି ପ୍ରତିବାଦ ଜଣାଇଛନ୍ତି।&nbsp; ପ୍ରତୀକାତ୍ମକ ଭାବେ ପ୍ରାୟ ୨୫ଜଣ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି।</p> <p>ଦାବି ପୂରଣ ପାଇଁ ଆନ୍ଦୋଳନ କରି ପୂର୍ବରୁ ଜେଲ୍ ଯାଇଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିସର୍ତ୍ତ ଖଲାସ ଦାବିରେ ଆନ୍ଦୋଳନ ଜାରି ରହିଛି। ଏମିତିକି ୧୦୮ ଆମ୍ବୁଲାନ୍ସ ଚଳାଉଥବା ଠିକା ସଂସ୍ଥାକୁ କାର୍ଯ୍ୟରୁ ଅନ୍ତର କରିବାକୁ ଦାବି କରି ପୂର୍ବରୁ ଆରଡିସି ଅଫିସ ଘେରାଉ କରିଥିଲେ।</p>

Ordigital Desk
  • Published: Sunday, 14 January 2018
  • Updated: 14 January 2018, 02:33 PM IST

Sports

Latest News

<p>ସମ୍ୱଲପୁର: ସମ୍ବଲପୁରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆଜି ଅଭିନବ ଢଙ୍ଗରେ ଆନ୍ଦୋଳନ କରିଛନ୍ତି। ସମଲେଶ୍ୱରୀ ମନ୍ଦିର ପରିସରରେ ଭିକ୍ଷା ମାଗି ପ୍ରତିବାଦ ଜଣାଇଛନ୍ତି।&nbsp; ପ୍ରତୀକାତ୍ମକ ଭାବେ ପ୍ରାୟ ୨୫ଜଣ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି।</p><p>ଦାବି ପୂରଣ ପାଇଁ ଆନ୍ଦୋଳନ କରି ପୂର୍ବରୁ ଜେଲ୍ ଯାଇଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିସର୍ତ୍ତ ଖଲାସ ଦାବିରେ ଆନ୍ଦୋଳନ ଜାରି ରହିଛି। ଏମିତିକି ୧୦୮ ଆମ୍ବୁଲାନ୍ସ ଚଳାଉଥବା ଠିକା ସଂସ୍ଥାକୁ କାର୍ଯ୍ୟରୁ ଅନ୍ତର କରିବାକୁ ଦାବି କରି ପୂର୍ବରୁ ଆରଡିସି ଅଫିସ ଘେରାଉ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos